News portal website
before header

ବିଭାଜନ ବେଳେ 1500 ଟଙ୍କା ନେଇ ଭାରତ ଆସିଥିଲେ: ବନିଗଲେ ମସାଲା ମାଲିକ

ନୂଆଦିଲ୍ଲୀ: ତା-୩-୧୨-୨୦୨୦  ଯଦି ମଣିଷର ଉଦ୍ଦେଶ୍ୟ ଥାଏ, ତେବେ ବଜ୍ରପାତରେ ପ୍ରଦୀପ ଜଳିଯାଏ, ଏହାର ଉଦାହରଣ ଥିଲା, 98 ବର୍ଷ ବୟସରେ ଆଜି ଦୁନିଆକୁ ଅଲବିଦା କହିଥିବା ମହାସିଆ ଡି ହାତି (MDH) ମସଲା କମ୍ପାନୀର ମାଲିକ ମହାସିଆ ଧର୍ମପାଲା ଗୁଲାଟି।  ଗୁରୁବାର ଦିନ ଦିଲ୍ଲୀର ମାତା…

ଅଫଲାଇନ୍‌ରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର:  ତା-୩-୧୨-୨୦୨୦ ଅଫଲାଇନ୍‌ରେ ହେବ ଦଶମ ଓ ଯୁକ୍ତ ଦୁଇ  ପରୀକ୍ଷା । ଆଗକୁ ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ସୂଚନାଯୋଗ୍ୟ ଯେ ଅଫଲାଇନ୍‌ରେ  ପରୀକ୍ଷା ପାଇଁ…

ପରୀ ପରିବାରକୁ ସୁରକ୍ଷା ଦିଅ : ହାଇକୋର୍ଟ

ଭୁବନେଶ୍ବର:  ତା-୩-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲାରେ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ନୟାଗଡର SPଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି । ଆସନ୍ତା ୧୬ରେ ଏହି ମାମଲାର…

ସେବାୟତଙ୍କ ସହିତ ଓଡ଼ିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ତା-୨-୧୨-୨୦୨୦ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଲିଙ୍ଗରାଜ ମନ୍ଦିର ଗ୍ରସ୍ତରେ ଯାଇ ଏହାର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରକୁ…

ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ

ଭୁବନେଶ୍ବର: ତା-୨-୧୨-୨୦୨୦ ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ…

ଏଣିକି ୪୦୦ ଟଙ୍କାରେ RTPCR ଟେଷ୍ଟ

ଭୁବନେଶ୍ବର: କୋଭିଡ ପରୀକ୍ଷା ପାଇଁ ଆଉ ଦେବାକୁ ପଡିବନି ମୋଟା ଅଙ୍କର ଟଙ୍କା। କାରଣ ସାଧାରଣ ଜନତାଙ୍କୁ ସୁହାଇଲା ଭଳି  ଫି ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି …

ସବୁ ଜରୁରୀ ସହାୟତା ପାଇଁ ଡାଏଲ କରନ୍ତୁ – ୧୧୨

ଭୁବନେଶ୍ବର: ତା-୦୨-୧୨-୨୦୨୦ ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ ।ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ…

ଫାଇଜର ଟୀକାକୁ ବ୍ରିଟେନର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: ତା-୦୨-୧୨-୨୦୨୦  କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ସମସ୍ତେ ଟିକା ଅପେକ୍ଷାରେ । ତେବେ ଏହା ମଧ୍ୟରେ କୋଭିଡ -19 ଟିକା ବିଷୟରେ ଏକ ବଡ ଖବର ବାହାରକୁ ଆସୁଛି।  ବ୍ରିଟେନ ସରକାର Pfizer-BioNTech ର COVID-19 ଟିକାକୁ ଅନୁମୋଦନ କରିଛନ୍ତି ।…

ଜାଣନ୍ତୁ ମଧୁମେହ ରୋଗୀମାନେ କିପରି କରିବେ ଶର୍କରା ନିୟନ୍ତ୍ରଣ

ଭୁବନେଶ୍ବର: ତା-୦୨-୧୨-୨୦୨୦ ମଧୁମେହ ରୋଗୀଙ୍କୁ ଶୀତ ଋତୁରେ ବିଶେଷ ଯତ୍ନ ନେବା ଆବଶ୍ୟକ । କାରଣ ଏହି ଋତୁରେ ହଠାତ୍ ରକ୍ତରେ ଶର୍କରା ବୃଦ୍ଧି ହେବାର ଆଶଙ୍କା ବହୁତ ଅଧିକ । ପ୍ରାୟତଃ ଲୋକମାନେ ଥଣ୍ଡା ସମୟରେ ବ୍ୟାୟାମ କରିବା କମ କରନ୍ତି କିମ୍ବା ବନ୍ଦ କରନ୍ତି…

୩ ଦିନିଆ ରିମାଣ୍ଡରେ ଗଲେ IFS ଅଭୟକାନ୍ତ

ଭୁବନେଶ୍ୱର: ତା-୦୨-୧୨-୨୦୨୦  ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା । ତେବେ ଆଜି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।  ଅନ୍ୟପଟେ ବାପାପୁଅଙ୍କ ଆକାଉଣ୍ଟର…