Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
ଜୁଲାଇ ୧ ଯାଏଁ ଲାଗୁ ହେବନି ନୂଆ ନିୟମ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୬-୦୬-୨୦୨୧
ଲକଡାଉନ ଯୋଗୁ ନୂଆ ପରିବହନ ଆଇନ ଏବେ ଲାଗୁ ହେବ ନାହିଁ। ଜୁଲାଇ ୧ ଯାଏଁ ନିୟମ ଲାଗୁ ହେବନି। ବର୍ତ୍ତମାନ ପାଇଁ ଏହା କୋହଳ ରହିଲା। ଜୁଲାଇ ୧ ପରେ ଯାହା ରାଜ୍ୟ ସରକାର ଲକଡାଉନ ନେଇ ନିଷ୍ପତ୍ତି ନେବେ। ସେହି ଅନୁସାରେ ପରିବହନ!-->!-->!-->!-->!-->…
ଦେହଜୀବୀଙ୍କ ଟିକାକରଣ ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୫-୦୬-୨୦୨୧
ସ୍ବତନ୍ତ୍ର ମୋବିଲାଇଜେସନ ଜରିଆରେ ବିଭିନ୍ନ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଟିକାକରଣରେ ସାମିଲ କରିଛି ବିଏମସି । ଖାସ କରି ଭୁବନେଶ୍ବର ମାଳି ସାହିର ଦେହଜୀବୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିଛି ବିଏମସି । ଟିକାକରଣରେ!-->!-->!-->!-->!-->…
ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୫-୦୬-୧୦୨୧
ଆଜି ବାହାରିବ ମାଟ୍ରିକ୍ ରେଜଲ୍ଟ । ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।ତେବେ ସନ୍ଧ୍ୟା ୬ଟା!-->!-->!-->!-->!-->…
ବିନା ଭକ୍ତରେ ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୫-୦୬-୨୦୨୧
ଆଜିଠୁ ଅଲାରନାଥଙ୍କ ଅନବସର ନୀତି । ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି । ସ୍ନାନବେଦୀରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜ୍ୱର । ସୁସ୍ଥ ହେବା ପାଇଁ ୧୫ ଦିନ ଧରି ଅଣସର ପିଣ୍ଡିରେ ଚାଲିବ!-->!-->!-->!-->!-->…
ତିନି ହଜାର ତଳକୁ ଖସିଲା ସଂକ୍ରମଣ!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୫-୦୬-୨୦୨୧
ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ପଜିଟିଭ୍ ସଂଖ୍ୟା । ଦୈନିକ ସଂକ୍ରମଣରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮!-->!-->!-->!-->!-->…
ବରିଷ୍ଠ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ : ଜାଣନ୍ତୁ କାହାକୁ ମିଳିଲା କୋଉ ଦାୟିତ୍ଵ?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୬-୨୦୨୧
ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ରାଜ୍ୟ ଅତିରିକ୍ତ ପୋଲିସ ଡିଜି ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାଇତ୍ବ ମିଳିଛି। ବରିଷ୍ଠ ଆଇପିଏସ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗକୁ!-->!-->!-->!-->!-->…
କାଶ୍ମୀର ପ୍ରସଙ୍ଗକୁ ନେଇ ହୋଇଛି ବଡ଼ ବୈଠକ: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ନେଇ ଆଲୋଚନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୬-୨୦୨୧
ଶେଷ ହୋଇଛି ସାଢେ ତିନି ଘଣ୍ଟାର ବୈଠକ । ମାରାଥନ ମିଟିଙ୍ଗ, ଗୁରୁତ୍ବପୂର୍ଣ୍ଣ ଆଲୋଚନାର ଘଟିଛି ଅନ୍ତ । ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୁରତା । ଆଜି ୭ ଲୋକ!-->!-->!-->!-->!-->…
ଆଠଗଡ଼ରେ ୧୬୩ ଜଣଙ୍କୁ ଆର୍ଥିକ ସହାୟତା ଏବଂ ୨୮୧ ଜଣଙ୍କୁ ବାସଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୬-୨୦୨୧
ମହାମାରୀ କରୋନା ପାଇଁ ସାରା ରାଜ୍ୟରେ ଲକଡାଉନ୍ ଏବଂ ସଟ୍ଡାଉନ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଉଠା ଦୋକାନୀମାନେ । ଉଠା ଦୋକାନ ମାଧ୍ୟମରେ ନିଜ ନିଜର ଦୈନିକ!-->!-->!-->!-->!-->…
ଗଶେଶ ପୂଜାରେ ବଜାରକୁ ଆସିବ: ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ,ଜାଣନ୍ତୁ କେମିତି?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୬-୨୦୨୧
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଆମ୍ବାନୀ ୪୪ ତମ ଏଜିଏମରେ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିବା ନେଇ ଘୋଷଣା କରିଛି। ଏହି ଅବସରରେ ଅମ୍ବାନୀ କହିଛନ୍ତି, ଏବେ ସୁଦ୍ଧା ଦେଶରେ ୩୦ କୋଟି ଲୋକ!-->!-->!-->!-->!-->…
ଡମ୍ଫର ଧକ୍କାରେ ଶିକ୍ଷକଙ୍କ ଦେହାନ୍ତ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ଉଦଳା କଲେଜ ସାମ୍ନାରେ ଡମ୍ପର ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ।ଉଦଳା କଲେଜ ସାମ୍ନାରେ ଆଜି ଅପରାହ୍ନ ସମୟରେ ବାରିପଦା ପଟରୁ ଏକ ଡ଼ମ୍ପର ବୋଝେଇ ବାଇକ ଆରୋହୀ ଶିକ୍ଷକଙ୍କୁ ପଛ ପଟରୁ ଧକ୍କା ଦେବା ଫଳରେ!-->!-->!-->!-->!-->!-->!-->…
