News portal website
before header
[URIS id=5393]

ଡମ୍ଫର ଧକ୍କାରେ ଶିକ୍ଷକଙ୍କ ଦେହାନ୍ତ।

0 626

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୪-୦୬-୨୦୨୧

ଜଗବନ୍ଧୁ ପ୍ରଧାନ

ଉଦଳା କଲେଜ ସାମ୍ନାରେ ଡମ୍ପର ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ।ଉଦଳା କଲେଜ ସାମ୍ନାରେ ଆଜି ଅପରାହ୍ନ ସମୟରେ ବାରିପଦା ପଟରୁ ଏକ ଡ଼ମ୍ପର ବୋଝେଇ ବାଇକ ଆରୋହୀ ଶିକ୍ଷକଙ୍କୁ ପଛ ପଟରୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । କଲେଜ ସାମାନାରେ ଥିବା ହମ୍ପସକୁ ଦେଖି ଶିକ୍ଷକ ଗାଡ଼ିର ଗତି ଧିର କରିଥିଲେ କିନ୍ତୁ ବାରିପଦା ପଟରୁ ଆସୁଥିବା ଡମ୍ପରଟି ଦ୍ରୁତ ଗତିରେ ଥିବା ଯୋଗୁଁ ଦୁର୍ଘଟଣା ଘଟିଲା ।

ଶିକ୍ଷକ ଶୁଭେନ୍ଦୁ ଗାଁଣ, ଉଦଳା ଏନଏସିର ନାଗପାଳରେ ତାଙ୍କ ଘର। ସେ ଜଣେ ସରକାରୀ ଶିକ୍ଷକ ଅଟନ୍ତି । ଚୁଳିଆପୋଷି କୁ ଯାଇ ଫେରିବା ସମୟରେ ତାଙ୍କର ଦୁର୍ଘଟଣା ରେ ଜୀବନ ଚାଲିଗଲା । ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡମ୍ଫରକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ମୃତ୍ୟୁରେ ଶିକ୍ଷକଙ୍କର ପରିବାର ସଦସ୍ୟମାନେ ଖବର ପାଇ ଉଦଳା ଡାକ୍ତରଖାନାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.