News portal website
before header

ଅସୁସ୍ଥ ବଡମ୍ବା ବିଧାୟକ;ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୩୧-୧୨-୨୦୨୧ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଅସୁସ୍ଥ ହେଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ରିଆକ୍ଟିଭ ପ୍ରୋଟିନ୍ ଯାହାକି ୬ ରୁ ୮ ଭିତରେ ରହିବା କଥା ତାହା ବଢି ଯାଇଥିବାରୁ ସମ୍…

ଓଡିଶାରେ ପହଞ୍ଚିଲେ ନୂଆ ପୋଲିସ ଡିଜି!

କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁନୀଲ ବଂଶଲ ଆଜି ଆସି, ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହି ମାସରେ ପୋଲିସ ଡିଜି ଅଭୟଙ୍କ କାର୍ଯ୍ଯକାଳ ସରୁଥିବା ବେଳେ, ନୂତନ ପୋଲିସ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ।

ବିଚକ୍ଷଣ ବିଜୁ ନନ୍ଦନ

ଆହେ ବିଜୁ ନନ୍ଦନ !ଯେତିକି ଫିକରତୁମକୁ ଜଣା ହେଆସିଗଲେ ନିର୍ବାଚନ,ସହାୟତା ନାମେଟଙ୍କା ବାଣ୍ଟିଣଜିଣୁଛ ଭୋଟରଙ୍କ ମନ । ବାବୁ ମଉନ !ରାଜନୀତି ପେଞ୍ଚତମେ ହିଁ ଜାଣ ,କେହି ଜାଣନ୍ତିନିକେବେ କଟିବକାହା ଗୋଛି ଆଉ କାହା ଆସନ ,ଧନ୍ୟ ଧନ୍ୟବାବୁ ରାଜନୀତି ବିଚକ୍ଷଣ ।