ଏମିତି ଆସିଛି ଶୁଭେଛା ବାର୍ତ୍ତା
ପବିତ୍ର ଦୁର୍ଗାପୂଜା ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଅନେକ ପ୍ରକାର ଶୁଭେଛା ବାର୍ତ୍ତା ଜଣାଉଥିବା ବେଳେ ଜଣେ ବିଧାୟକ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ ଦୁର୍ଗା ପୂଜା ଅବସରରେ ନିଜେ ନିଜର ଫଟୋ ମାଆ ଦୁର୍ଗାଙ୍କ ଫଟୋ ସହ ବ୍ୟାନର କରି ହାରୁ ବିଧାୟକ ବଡ଼ଚଣା ଲେଖି!-->…
