News portal website
before header
[URIS id=5393]

ବିଦେଶୀ ମଦ ଜବତ!

0 248

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର

ତା-୨୫-୧୨-୨୦୨୧

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧନୀପୁର ଗ୍ରାମରେ ପୋଲିସ ଚଢାଉକରିଥିବାର ସୂଚନା ମିଳିଛି।ଶନିବାର ସକାଳ ୧୦ଟା ସମୟରେ ମଙ୍ଗଳପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜନୈକ ବ୍ୟକ୍ତିଙ୍କ ନିକଟରୁ ୨୪.୩୧୦ ଲିଟର ବିଦେଶୀ ମଦ ଜବଦ କରିଛି।

ଉକ୍ତ ବ୍ୟକ୍ତିକୁ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.