News portal website
before header
Browsing Tag

Austin News

ବଡ଼ଚଣାରେ ମହିଷାଶୁର କିଏ?

ନା ନନେଇ କାହାକୁ କଲେ ଟାର୍ଗେଟ ମହେଶ୍ବର ? ବଡ଼ଚଣାରେ ମହିଷାଶୁର ଉତ୍ପାତ ହେଲେଣି ! ମାଆ ତାଙ୍କୁ ବଧ୍ୟ କରିବେ ମହିଷାସୁର କିଏ ? କେଉଁ ମହିଷାଶୁରଙ୍କୁ ବଧ କରିବେ ମାଆ ? କାହା କଥା କହିଲେ ମହେଶ୍ୱର ପରିଡା।ଅବସର ଥିଲା ଦୁର୍ଗାପୂଜା ମଣ୍ଡପ ବୁଲିବା,ମାଆ ଦୁର୍ଗାଙ୍କ ଦର୍ଶନ କରିବା। ନିଜର…

ଏମିତି ଆସିଛି ଶୁଭେଛା ବାର୍ତ୍ତା

ପବିତ୍ର ଦୁର୍ଗାପୂଜା ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଅନେକ ପ୍ରକାର ଶୁଭେଛା ବାର୍ତ୍ତା ଜଣାଉଥିବା ବେଳେ ଜଣେ ବିଧାୟକ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ ଦୁର୍ଗା ପୂଜା ଅବସରରେ ନିଜେ ନିଜର ଫଟୋ ମାଆ ଦୁର୍ଗାଙ୍କ ଫଟୋ ସହ ବ୍ୟାନର କରି ହାରୁ ବିଧାୟକ ବଡ଼ଚଣା ଲେଖି…

ଅସୁସ୍ଥ ବଡମ୍ବା ବିଧାୟକ;ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୩୧-୧୨-୨୦୨୧ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଅସୁସ୍ଥ ହେଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ରିଆକ୍ଟିଭ ପ୍ରୋଟିନ୍ ଯାହାକି ୬ ରୁ ୮ ଭିତରେ ରହିବା କଥା ତାହା ବଢି ଯାଇଥିବାରୁ ସମ୍…

ଓଡିଶାରେ ପହଞ୍ଚିଲେ ନୂଆ ପୋଲିସ ଡିଜି!

କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁନୀଲ ବଂଶଲ ଆଜି ଆସି, ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହି ମାସରେ ପୋଲିସ ଡିଜି ଅଭୟଙ୍କ କାର୍ଯ୍ଯକାଳ ସରୁଥିବା ବେଳେ, ନୂତନ ପୋଲିସ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବେ।

ପଛୁଆ ପ୍ରତାରଣା !

ଓବିସି ପାଇଁ କିକେତେ ଯେ ଦରଦଦେଖେଇ ହୁଅନ୍ତିଆସିଗଲେ ନିର୍ବାଚନ,ନିଜକୁ ସତିଆ ବୋଲାଇଥାନ୍ତିମାରିକି ଟୁଇଟର ବାଣ ।ଓବିସି ପ୍ରସଙ୍ଗେଘେରିଲେ ପ୍ରଥମେବାବୁ ଶିକ୍ଷା ପ୍ରଧାନ ,ବାରୁଦେ ନିଆଁଚେଙ୍ଗିଲେ ସତେକିଚିହିଁକି ଉଠିଲେବାବୁ ଦାସ ସଂଗଠନ , ସବୁ ଦେଖି ଶୁଣିଚୁପ୍ ଅଛନ୍ତିଆମ କମନ ମ୍ୟାନ ।

ଓଡିଶାର ଭାଇଜାନ୍ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା!

ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର ତା-୨୪-୧୨-୨୦୨୧ ଚଳଚ୍ଚିତ୍ର ତାରକାରୁ ରାଜନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମ ତିଥିରେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ!