News portal website
before header
[URIS id=5393]

ପଞ୍ଚାୟତ ନିର୍ବାହୀ ଅଧିକାରୀ କର୍ମଚାରୀଙ୍କ ପକ୍ଷରୁ ୪ ଦଫା ଦାବି ନେଇ କଳା ବ୍ୟାଚ ପିନ୍ଧି ବିକ୍ଷୋଭ।

0 174

ଅଷ୍ଟିନ ନିଉଜ଼ ଯାଜପୁର
ତା – ୮.୦୮ .୨୦୨୩

ଚାରି ଦଫା ଦାବି ନେଇ ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ-ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସାରା ରାଜ୍ୟରେ ଅଗଷ୍ଟ ୭ ତାରିଖ ଠାରୁ ବିକ୍ଷୋଭ ଆରମ୍ଭ ହୋଇଛି।ଏହି ବିକ୍ଷୋଭ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘ ତରଫରୁ ସୂଚନା ମିଳିଛି।କଳାବ୍ୟାଚ ପିନ୍ଧି ପ୍ରତ୍ୟେକ ବ୍ଲକରେ ପ୍ରତିବାଦ ମଧ୍ୟ କରାଯାଉଛି I

ସଂଘପକ୍ଷରୁ ସଭାପତି ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ବଡ଼ଚଣା ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟ-ନିର୍ବାହୀ ଅଧିକାରୀ ଆଜି କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବା ସହିତ କାର୍ଯ୍ୟରେ ଯୋଗ ଦେଇଥିବାର ଦେଖି ବାକୁ ମିଳିଥିଲା।ଶିକ୍ଷାଗତ ଯୋଗ୍ୟତା +୨ ଥିବା ବେଳେ,+୩ କୁ ବୃଦ୍ଧି ତଥା କର୍ମଚାରୀ ମାନଙ୍କୁ କ୍ୟାଡରଭୁକ୍ତ ଓ ପେନସନ ଲାଗୁ କରାଯିବା ନେଇ ଚାରି ଦଫା ଦାବି ରହିଛି।

ଏନେଇ ପ୍ରତିକ୍ରିୟାରେ ସଂଘର ବ୍ଲକ୍ ସଭାପତି ସୁଦର୍ଶନ ସାହୁ କହିଛନ୍ତି।

Leave A Reply

Your email address will not be published.