News portal website
before header
[URIS id=5393]

ସ୍ପାରକିଙ୍ଗ ସନ ରୋଗରେ ଆକ୍ରାନ୍ତ ଗୌତମ ;ଆର୍ଥିକ ସହାୟତା ପାଇଁ ବଢ଼ାନ୍ତୁ ହାତ

0 516

ଅଷ୍ଟିନ ନ୍ୟୁଜ/ଯାଜପୁର

ତା – ୮.୦୮ .୨୦୨୩

ବରୀ ବ୍ଲକ ଧାରପୁର ପଂଚାୟତ ଧାରପୁର ଗ୍ରାମର ପୁରୁଷୋତ୍ତମ ଶାନ୍ତିଙ୍କ ପୁତ୍ର ଗୌତମ କୁମାର ଶାନ୍ତି ଦୁଇ ବର୍ଷ ତଳେ ସ୍ପାରକିଙ୍ଗ ସନ ରୋଗରେ ପୀଡିତ ହୋଇଥିଲେ ପରିବାର ଲୋକଙ୍କ ସହାୟତାରେ କଟକ ଏସସିବି ମେଡିକାଲ ଓ ଭୁବନେଶ୍ୱର ଏମଏସ ଯାଇ ଚିକିସ୍ଛା ହୋଇଥିଲେ ମଧ୍ୟ ରୋଗ ଭଲ ହେବା ସମ୍ଭବପର ହୋଇପାରୀ ନାହିଁ ସ୍ପାର|କିଙ୍ଗ ସନ ରୋଗର ଚିକିସ୍ଛା ପାଇଁ ଅତ୍ୟାଧୁନିକ ପଦ୍ଧତିରେ ଅପରେସନ ହବାକୁ ଡ଼କ୍ଟର କହୁଛନ୍ତି |ଅପରେସନ ନିମନ୍ତେ ଓଡିଶା ବାହାରକୁ ଯିବା ପାଇଁ ହେବ |ଏଇ ଦୁଇ ବର୍ଷ ମଧ୍ୟରେ ଗୌତମଙ୍କ ପରିବାର ମେଡିକାଲରେ ପଇସା ଖର୍ଚ କରି ସର୍ବସ୍ୱାନ୍ତ ହୋଇଯାଇଛନ୍ତି|ଗୌତମ ଙ୍କ ଅପରେସନ ପାଇଁ ୨୦ ରୁ ୨୫ ଲକ୍ଷ ଟଙ୍କା ଆବଶ୍ୟକ ଥିବ ଗୌତମ କହିଛନ୍ତି |ଏତେ ଗୁଡିଏ ଟଙ୍କା ତାଙ୍କ ପାଖେ ଯୋଗାଡ କରିବା ସମ୍ଭବ ହୋଇନଥିବାରୁ ଓଡିଶାର ଜଣ ସାଧାରଣାଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି |

ଗୌତମଙ୍କୁ ସାହାଯ୍ୟ କରିବା ପାଇଁ ଚାଁହୁଥିବା ବ୍ୟକ୍ତି ତାଙ୍କ ଫୋନ ପେ ୭୭୮୮୯୯୩୬୦୦ ରେ ଟଙ୍କା ପଠାଇପାରିବେ|ତାଙ୍କ ଷ୍ଟେଟ ବାଙ୍କ ଆକାଉଣ୍ଟ – ୩୧୬୮୨୯୯୬୯୬୬ ଏଇଏଫଏସସି – ଏସ ବି ଏଇ ଏନ୦୦ ୧୩୫୯୩ ରତ୍ନଗିରି ସଖା ଆକାଉଣ୍ଟରେ ସାହାଯ୍ୟ କରିପାରିବେ|

ଅନ୍ୟ ପଟେ ଗୌତମଙ୍କ ମା ତାଙ୍କ ପୁଅକୁ ଭଲ କରିଦେବା ଲାଗି ଡାକ୍ତର ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.