News portal website
before header
[URIS id=5393]

ବନ୍ଧା ହେଲା କୁଖ୍ୟାତ ଅପରାଧୀ ସଞ୍ଜୟ ଖୁଣ୍ଟିଆ|

0 332

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା – ୭- ଅଗଷ୍ଟ -୨୦୨୩

ଭୁବନେଶ୍ୱରର ଖୋର୍ଦ୍ଧାର ଅଂଚଳରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିବା ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗ,କମିଶନଏରଟେ ପୋଲିସ ପଞ୍ଝାରେ|ଭୁବନେଶ୍ୱରରେ ବଡ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିବା ବେଳେ ମାଡି ବସିଲା ସ୍ପେସିଆଲ ସ୍କ୍ୱାର୍ଡ|ଖଣି କାରବାର ଅଭିଯୋଗରେ ଅଭିଯୁକ୍ତ ମାନେ ଲିପ୍ତ ଥିବା ସୂଚନା ମିଳୁଛି |କ୍ରସର ଷ୍ଟୋନ ଓ କୋରିୟରରେ ଏମାନେ ସମସ୍ତେ କାମ କରନ୍ତି |ଖୋର୍ଦ୍ଧାର ସଞ୍ଜୟ ଖୁଣ୍ଟିଆ ଓ ତାର ତିନି ସହଯୋଗୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳୁଛି |ଅନ୍ୟ ଜଣେ ଅଭିଯୁକ୍ତ ବଟପାଣିକୁ ମଧ୍ୟ ଗିରଫ କରିଛି ସ୍ପେସିଆଲ ସ୍କ୍ୱାର୍ଡ|ନାଇନ ଏମଏମ କାର୍ବାଇନ ସହ ଅଫୁଟା ବାର ରାଉଣ୍ଡ ଗୁଳି,ଦୁଇଟି ପିସ୍ତଲ,ଚାରାଟି ମାଗାଜିନ,ସାତୋଟି ମୋବାଇଲ,ତିନଟି କାର ଓ ଉଣେଇଶ ଟି ଗୁଳି ଜବତ କରିଛି |ଜବତ ନାଇନ ଏମଏମ କାର୍ବାଇନକୁ ଏସଏଫଏସଏଲ କୁ ପଠାଇବା କମିସନଏରଟେ ପୋଲିସ |ସଞ୍ଜୟ ଖୁଣ୍ଟିଆ ଜଣେ ପେସାଦାର ଅପରାଧୀ,ସଞ୍ଜୟ ନାରେ ପୂର୍ବରୁ ହତ୍ୟା ହତ୍ୟା ଉଦ୍ୟମ ଖଣି ମାଫିଆ ଭଳି ବଡ ବଡ ଅପରାଧରେ ସମ୍ପୃକ୍ତ ଥିଲା ଏହି ଗ୍ୟାଙ୍ଗ|

Leave A Reply

Your email address will not be published.