News portal website
before header
[URIS id=5393]

ପ୍ରେସ କାଉନସିଲ ଇଣ୍ଡିଆର ୭୫ ଜଣ ସାମ୍ବାଦିକଙ୍କୁ କାରଣ ଦର୍ଶାଅ ନୋଟିସ!

0 312

ଭୁବନେଶ୍ୱରରେ ଶସ୍ତା ଭଡ଼ାରେ ସରକାରୀ କ୍ୱାର୍ଟର୍ସ ପାଇଥିବା ସାମ୍ବାଦିକଙ୍କୁ ପ୍ରେସ କାଉନସିଲ ର କାରଣ ଦର୍ଶାଅ ନୋଟିସ।ଭାଗ୍ୟଧର ବେହେରା ଓଡ଼ିଶା ୱାରକିଙ୍ଗ ଜରନାଲିଷ୍ଟ ପାଇଥିବା ସରକାରୀ qurters ଓପରେ ଏକ ଅଭିଯୋଗ ପ୍ରେସ କାଉନସିଲ ଇଣ୍ଡିଆ ନିକଟରେ କରିଥିଲେ।ପ୍ରେସ କାଉନସିଲ ଆକ୍ଟ ୧୯୭୮ ଧାରା ୧୪ ଅନୁଯାୟୀ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରାଯାଇଛି।ତାଲିକାରେ ୭୫ ଜଣ ସାମ୍ବାଦିକ ଥିବା ଜଣା ପଡିଛି।

Notice

୭୫ ସାମ୍ବାଦିକଙ୍କୁ ଆସିଲା ପ୍ରେସ କାଉନସିଲ ଅଫ ଇଣ୍ଡିଆର କାରଣ ଦର୍ଶାଅ ନୋଟିସ। ୧୫ ଦିନରେ ଉତ୍ତର ଦେବାକୁ ରହିଛି ନିର୍ଦେଶ!

Leave A Reply

Your email address will not be published.