News portal website
before header
[URIS id=5393]

ଭୁବନେଶ୍ବର AIIMSରେ ସିବିଆଇ ଚଢଉ।

0 133

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୩୧/୦୩/୨୦୨୩

ଫାର୍ମାସି ଷ୍ଟୋର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ପରେଭୁବନେଶ୍ୱର ସ୍ଥିତ ଏମ୍ସ ମେଡ଼ିକାଲରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଉଛି।ଟେଣ୍ଡର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ଆସୁଛି।ଫାର୍ମାସି ଷ୍ଟୋର କର୍ତ୍ତୃପକ୍ଷଙ୍କୁ ପଚରାଉଚରା l

ମେଡିକାଲ ମଧ୍ୟରେ ଥିବା ଫାର୍ମାସି ଷ୍ଟୋର ଗୁଡିକ ଅନେକ ସମୟରେ ଅନେକ ମେଡିସିନରେ ହେରାଫେର କରୁଥିବାର ନଜର ଆସିଥିବା ବେଳେ, ଆଜିର ଚଢ଼ାଉ ଅନେକ ଖୁଲାସା କରିପାରେ।

#Bhubaneswar

#AIIMS

#CBI

#Raid

#Odisha

Leave A Reply

Your email address will not be published.