News portal website
before header
[URIS id=5393]

ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ଶ୍ରଦ୍ଧାଞ୍ଜଳି ସଭା।

0 324

ଅଷ୍ଟିନ୍ ନ୍ଯୁଜ/ଯାଜପୁର

Notice

ତା-୦୯-୦୯-୨୦୨୨

ଯାଜପୁର ଜିଲ୍ଲା ବଡଚଣା ପଞ୍ଚାୟତ ସମିତିର ପୂର୍ବତନ କଂଗ୍ରେସ ଚେୟାରମ୍ୟାନ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଗତ ସାତ ତାରିଖରେ ପରଲୋକ ହୋଇଯାଇଛି।ଶ୍ରୀଯୁକ୍ତ ପ୍ରଧାନ ଦୀର୍ଘଦିନ ଧରି ଅସୁସ୍ଥ ହୋଇଥିବା ବେଳେ ୮୮ ବର୍ଷ ବୟସରେ କଟକ ବଡ ଡାକ୍ତରଖାନାରେ ପରଲୋକ ହୋଇଯାଇଥିଲା।

ସେ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ଆଜୀବନ ସଦସ୍ଯ ଥିବା ବେଳେ,ସମିତିର ଆବାହାକ ମହେଶ୍ବର ବଳଙ୍କ ଅଧ୍ଯକ୍ଷତାରେ ଉଦୟଗିରି ପୀଠ ପରିସରରେ,ଏକ ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲା।ଶ୍ରୀଯୁକ୍ତ ପ୍ରଧାନଙ୍କ ରାଜନୈତିକ ଜୀବନ,ବ୍ଯକ୍ତିଗତ ଜୀବନ ଚର୍ଯ୍ୟା ଉପରେ ଏକ ଆଲୋଚନା ହୋଇଥିଲା।ସଭାରେ ଉମାକାନ୍ତ ବଳ,ଡ. ଭାଗ୍ଯଧର ସାହୁ,ତ୍ରିଲୋଚନ ସେନାପତି,ଦେବେନ୍ଦ୍ର ଜେନା,କିଶୋର ଚନ୍ଦ୍ର ଦାସ,ରାମଚନ୍ଦ୍ର ସାମଲ,ଅଜୟ କୁମାର ଦାସ,ଶୁକଦେବ ସାହୁ,ଅଶୋକ ଶାନ୍ତି,ଶ୍ରୀବତ୍ସ ସାହୁ,ଗୋବର୍ଦ୍ଧନ ମହାପାତ୍ର,ସାମ୍ବାଦିକ ପ୍ରମୋଦ କୁମାର ପଣ୍ଡା, ଓ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ଅନେକ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.