News portal website
before header
[URIS id=5393]

ଦର୍ପଣ ତହସିଲଦାରଙ୍କ ବଦଳି।

0 487

ଅଷ୍ଟିନ୍ ନ୍ଯୁଜ/ଯାଜପୁର

Notice

ତା-୦୯-୦୯-୨୦୨୨

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଦର୍ପଣ ତହସିଲଦାର ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀଙ୍କ ଅନ୍ଯତ୍ର ବଦଳି ହୋଇଛି।ଦର୍ପଣ ତହସିଲରୁ ସର୍ବାଧିକ ରାଜସ୍ବ ଆଦାୟ କରିଥିବାରୁ,ଆଦର୍ଶ ତହସିଲଦାର ଭାବେ ଶ୍ରୀଯୁକ୍ତ ସେଠୀଙ୍କୁ ସମର୍ଦ୍ଧିତ କରାଯାଇଥିଲା।ଜଣେ ପ୍ରଶାସନିକ ଅଧିକାରୀରୁ ଉର୍ଦ୍ଧ୍ବରେ ସଦାସର୍ବଦା ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ଦର୍ପଣ ତହସିଲଦାର।ତାଙ୍କର ବଦଳିରେ ଅନେକ ଜନସାଧାରଣ ହତବାକ ହୋଇପଡିଛନ୍ତି।

ତେବେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଥିବା ବେଳେ, ବନ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭଦର୍ଶନ ମିଶ୍ରଙ୍କୁ ଦର୍ପଣ ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.