News portal website
before header
Browsing Tag

Doctor

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର

ରାଜଗାଙ୍ଗପୁର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର। ଏହି ଘଟଣା ହେଉଛି କୁତ୍ରା ଥାନା ଗହୀରବାହାଲର,  ଏଠାକାର PHC ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଲାଞ୍ଚ ନେବାବେଳେ ଡାକ୍ତର ବାବୁଙ୍କୁ ଧରିଲା ଭିଜିଲାନ୍ସ। ଡାକ୍ତରଙ୍କ କ୍ଲିନିକ ସମେତ କୁତ୍ରା ବାସଭବନରେ

ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଡାକ୍ତର

ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆ। ଗତକାଲି ଉମାକାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ସେ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସରେ ହାତରେ ଧରାପଡ଼ିଥିଲେ । LIC ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ