News portal website
before header
Browsing Tag

Phulbani

ଲଗାଣ ବର୍ଷାରେ ଫୁଲବାଣୀ ଜଳାର୍ଣ୍ଣବ

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଏବେ ଜଳାର୍ଣ୍ଣବ। ତେବେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଫୁଲବାଣୀ ସହରର ବିଭିନ୍ନ ସ୍ଥାନ ଏବେ ଜଳାର୍ଣ୍ଣବ। ସାଲୁଙ୍କି ନଦୀ ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ସେହିପରି ପ୍ରକୃତି ବିହାର ଓ ମୁଖ୍ୟବଜାର