News portal website
before header
Browsing Tag

AustinGhanta

ବିଚକ୍ଷଣ ବିଜୁ ନନ୍ଦନ

ଆହେ ବିଜୁ ନନ୍ଦନ !ଯେତିକି ଫିକରତୁମକୁ ଜଣା ହେଆସିଗଲେ ନିର୍ବାଚନ,ସହାୟତା ନାମେଟଙ୍କା ବାଣ୍ଟିଣଜିଣୁଛ ଭୋଟରଙ୍କ ମନ । ବାବୁ ମଉନ !ରାଜନୀତି ପେଞ୍ଚତମେ ହିଁ ଜାଣ ,କେହି ଜାଣନ୍ତିନିକେବେ କଟିବକାହା ଗୋଛି ଆଉ କାହା ଆସନ ,ଧନ୍ୟ ଧନ୍ୟବାବୁ ରାଜନୀତି ବିଚକ୍ଷଣ ।

ପଛୁଆ ପ୍ରତାରଣା !

ଓବିସି ପାଇଁ କିକେତେ ଯେ ଦରଦଦେଖେଇ ହୁଅନ୍ତିଆସିଗଲେ ନିର୍ବାଚନ,ନିଜକୁ ସତିଆ ବୋଲାଇଥାନ୍ତିମାରିକି ଟୁଇଟର ବାଣ ।ଓବିସି ପ୍ରସଙ୍ଗେଘେରିଲେ ପ୍ରଥମେବାବୁ ଶିକ୍ଷା ପ୍ରଧାନ ,ବାରୁଦେ ନିଆଁଚେଙ୍ଗିଲେ ସତେକିଚିହିଁକି ଉଠିଲେବାବୁ ଦାସ ସଂଗଠନ , ସବୁ ଦେଖି ଶୁଣିଚୁପ୍ ଅଛନ୍ତିଆମ କମନ ମ୍ୟାନ ।