News portal website
before header
[URIS id=5393]

ସଲାମ୍ ଜେନେରାଲ

0 276

ଅବେଳରେ ଛାଡି
ଅଫେରା ବାଟରେ
ଚାଲିଗଲ ଆହେ
ଭାରତମାତାର ଯୋଗ୍ୟତମ ସୂତ,
ଏ ଦେଶ ଦେଖିଛି ତୁମ ବୀରତ୍ବ
ଆହେ ବିପିନ ରାଓ୍ବତ;
ତୁମ ଆବର୍ତ୍ତମାନରେ
ସଲାମ ଶତ ଶତ ।।

Leave A Reply

Your email address will not be published.