News portal website
before header
[URIS id=5393]

“ଦବା ଇଣ୍ଡିଆ” ଏବେ ଉଦଳାରେ।

0 470

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ

Notice

ତା-୧୪-୦୭-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଉଦଳାରେ ଖୋଲିଲା ‘ଦାବା ଇଣ୍ଡିଆ ‘ । ଔଷଧ ଦୋକାନ ଆଜି ଉଦଳା ଏନ.ଏ .ସି ରୋଡ଼ରେ ପଶୁ ଡାକ୍ତରଖାନା ସାମ୍ନାରେ ଦାବା ଇଣ୍ଡିଆର ଏକ ଜେନେରିକ ଔଷଧ ଦୋକାନ ଖୋଲି ଅଛି । ଏହାକୁ ଔଷଧ ଦୋକାନୀ ମାଲିକ ପ୍ରମୋଦ କୁମାର ପଣ୍ଡାଙ୍କ,ମାତାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ।ଏହି କମ୍ପାନୀ ଭୁବନେଶ୍ବର ଦାବା ଇଣ୍ଡିଆର ଏରିଆ ସେଲେସ ମ୍ୟାନେଜର ଆକାଶ କୁମାର ଚାନ୍ଦ ଜେନେରିକ ଔଷଧ ସେବନ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି ଔଷଧ ବଜାରର ମିଳୁଥିବା ଔଷଧ ଠାରୁ ବହୁତ ଶସ୍ତା ଓ ପ୍ରଭାବି ଅଟେ । ବ୍ଲଡ ପ୍ରେସର , ହୃଦ ରୋଗୀ ,ଡାଇବେଟିସ , କ୍ୟାନ୍ସର, ଥାଇରଡ ,ଭିଟାମିନ ଔଷଧ ଇତ୍ୟାଦି କିଣିବା ପାଇଁ ବଜାରରୁ ହଜାର ହଜାର ଟଙ୍କା ବ୍ୟୟ ହେଉଛି ଅଥଚ ଏହି ସମସ୍ତ ପ୍ରକାର ଔଷଧ ଦାବା ଇଣ୍ଡିଆ ତରଫରୁ ସବୁଠାରୁ ଶସ୍ତାରେ ଯୋଗାଇ ଦିଆଯାଉଛି ।

ଏପରିକି ଜଣେ ରୋଗୀ ୭୦ ପ୍ରତିଶତରୁ ୯୦ ପର୍ଯ୍ୟନ୍ତ ସଞ୍ଚୟ କରି ପାରିବ ।ସବୁ ଉତ୍ପାଦନ ଔଷଧର ମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦିଆଯାଇଛି । ଔଷଧ ବ୍ୟତୀତ ଆୟୁର୍ବେଦ ଔଷଧ , ପ୍ରୋଟିନ , ପ୍ରସାଧାନ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସାମଗ୍ରୀ ସୁଲଭ ମୂଲ୍ୟ ରେ ଉପଲବ୍ଧ ହେବ ।

Leave A Reply

Your email address will not be published.