News portal website
before header
[URIS id=5393]

ଆରପାରିରେ ମିଛେଇ ଝିଅ

0 208

ଭୁବନେଶ୍ୱର

ତା-୨୭-୦୭-୨୦୨୦

ଜୀବନ ଯୁଦ୍ଧରୁ ହାରିଗଲେ ଦୀପା। ଚର୍ଚ୍ଚିତ ଓଲିଉଡ ଅଭିନେତ୍ରୀ ଦୀପା ସାହୁଙ୍କର କିଛି ସମୟ ତଳେ ଦେହାନ୍ତ ହୋଇଯାଇଛି। ଏନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଦୀପା ସାହୁ କର୍କଟ ରୋଗରେ ପୀଡିତ ଥିଲେ। ଦୀର୍ଘ ଦିନ ହେବ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ।

ଆଗରୁ ଦୀପା ଅନେକ ଆଲବମ୍ କରିଥିଲେ। ସିରିୟଲ କରିବା ସହ ଅନେକ ସିନେମାରେ ନିଖୁଣ ଅଭିନୟ କରିଛନ୍ତି। ତେବେ ତାଙ୍କର ଦେହାନ୍ତରେ ଅଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.