News portal website
before header
[URIS id=5393]

ସଲାମ ସାମ୍ବାଦିକ! ପ୍ରଣାମ ଆପଣଙ୍କ ସାଧନା।

0 464

ଗଞ୍ଜାମ

Notice

ତା-୨୩-୦୭-୨୦୨୦

ସାମ୍ବାଦିକତା କେବଳ ବୃତ୍ତି ନୁହେଁ, ଏକ ସାଧନା । ଏହି ବୃତ୍ତିର ପବିତ୍ରତାର ଆଧାର ହେଉଛି ନିଚ୍ଛକ ମାନବିକତା । ଯାହାକୁ ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲାର ୪ ସାମ୍ବାଦିକ ମେଘନାଦ ଦାସ, ଶଙ୍କର ପ୍ରସାଦ ପ୍ରଧାନ, ବାଲାଜୀ ପ୍ରଧାନ ଓ ଅଜିତ ପଣ୍ଡା । କରୋନା ଆଶଙ୍କାରେ ସାହିପଡ଼ିଶା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହର ପାଖ ମାଡ଼ିଲେନି । ସେତେବେଳେ ଏହି ୪ ପ୍ରକୃତ କୋଭିଡ ଯୋଦ୍ଧା ପିପିଇ କିଟ୍ ପିନ୍ଧି ଶିକ୍ଷକଙ୍କୁ କାନ୍ଧ ଦେଇ ଅନ୍ତିମ ସଂସ୍କାର କରିଛନ୍ତି । ଏମାନଙ୍କ ମଣିଷପଣିଆକୁ ଶତ ପ୍ରଣାମ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.