#BreakingNews

#OdiaNews
#LokaSevaVaban
#Covid_19
#CoronaVirues
ଭୁବନେଶ୍ୱର
ତା-୨୪-୦୭-୨୦୨୦
ରାଜ୍ୟର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ଲୋକସେବା ଭବନରୁ କରୋନା ପଜେଟିଭ ଚିହ୍ନଟ।ତେବେ ଏହି କରୋନା ପଜେଟିଭ ଚିହ୍ନଟ ପରେ ଲୋକସେବା ଭବନର କର୍ମଚାରୀ ମାନେ ଚିନ୍ତାରେ ପଡି ଯଇଛନ୍ତି। ତେବେ ଯଦି ଅଧିକ ପଜେଟିଭ ବାହାରନ୍ତି ତେବେ ଅଫିସ ଗୁଡିକୁ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews
youtubeaustinnews
twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।
