News portal website
before header
[URIS id=5393]

ପୁରୀକୁ ଯିବା ମନା! ହେଲେ କାହିଁକି?

0 498

#Corona_Virues

#Covid_19

#Puri

#AustinNews

ପୁରୀ

ତା-୫-୦୭-୨୦୨୦

ଜୁଲାଇ ୩୧ ଯାଏ ପୁରୀ କୁ ପ୍ରବେଶ ମନା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଚଳିତ ମାସ ୫ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ବାହାର ଜିଲ୍ଲା ବା ବାହାର ରାଜ୍ୟର ଲୋକଙ୍କୁ ପୁରୀ ଆସିବାକୁ ଦିଆଯିବ ନାହିଁ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। କେବଳ ଜରୁରୀ କାର୍ଯ୍ୟ ଥିଲେ ପଞ୍ଜିକରଣ କରି ଯିବାକୁ ପଡ଼ିବ।

ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ୧୦୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏହା ଦ୍ବାରା ପୁରୀ ଜିଲ୍ଲାରେ ମଧ୍ୟ କରୋନା ପଜିଟିଭ୍ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ବିଶେଷ କରି ପୁରୀ ଜିଲ୍ଲାକୁ ଗଂଜାମ,କଟକ ଓ ଭୁବନେଶ୍ବର ଲୋକେ ନଆସନ୍ତୁ ବୋଲି ପୁରୀ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ବାହାର ରାଜ୍ୟର ଲୋକଙ୍କୁ ମଧ୍ୟ ଅନୁମତି ମିଳିବ ନାହିଁ। ନିହାତି ଆବଶ୍ୟକ ଥିଲେ ଅନୁମତି ନେଇ ଆସିବାକୁ ହେବ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.