Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
ଉଦୟଗିରିରେ ବିଶ୍ବବିଦ୍ୟାଳୟ ପାଇଁ ବୁଦ୍ଧ ଭିକ୍ଷୁ ଦେବଦତ୍ତ ଥେରୋଙ୍କ ମତ!
https://youtu.be/csd3P-FEqnw
ମେଟା ସହ ଜୁକରବର୍ଗଙ୍କ ସେଲଫି!
ଫେସବୁକ ଏବେ ମେଟା ହେବ, ଏ ନେଇ ଗତକାଲି ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ ଫେସବୁକରେ ସୂଚନା ଦେଇଥିଲେ। ତେବେ ଆଜି ସକାଳୁ ମେଟା ଲୋଗ ସହ ଜୁକରବର୍ଗ ଏକ ସେଲଫି ନେଇ ଫେସବୁକରେ ଫଟ ପୋଷ୍ଚ କରିଛନ୍ତି।
ଫେସବୁକ ଏବେ ମେଟା ସୂଚନା ଦେଲେ;ସିଇଓ!
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା-୨୯-୧୦-୨୦୨୧
ଫେସବୁକ ବର୍ତ୍ତମାନ ମେଟା ସହ ଯୋଡି ହୋଇଛି ଏନେଇ ଫେସବୁକ ସିଇଓ ଗତକାଲି ଏହି ସୂଚନା ଦେଇଛନ୍ତି।
FOUNDER'S LETTER, 2021
We are at the beginning of the next chapter for the internet, and it's the next!-->!-->!-->!-->!-->!-->!-->!-->!-->…
ସଂକଟରେ ପଥର ମୂର୍ତ୍ତି କାରିଗର;ସାହାର୍ଯ୍ୟ କରିବେ କି ସରକାର?
https://youtu.be/p0t9aOFTUdY
୧୫୧ରନ କରି ହାରିଲା ଭାରତ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୪-୧୦-୨୦୨୧
ଟି ଟ୍ବେଣ୍ଟି ବିଶ୍ବକପ ଆଜି ଆରମ୍ଭ ହୋଇଛି। IND vs PAK ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ, ବ୍ୟାଟିଂ କରିଥିଲା ଭାରତ ।ଟି-୨୦ ବିଶ୍ଵ କପ୍ରେ ସବୁଠୁ ବଡ ମୁକାବିଲାର ଆରମ୍ଭରେ ଭାରତର ପରାଜୟ ହୋଇଛି।ରବିବାର!-->!-->!-->!-->!-->…
ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ ସମ୍ପାଦକ ଦାୟିତ୍ୱ ଗ୍ରହଣ କଲେ;ରଞ୍ଜନ ମହାନ୍ତି!
ଅଷ୍ଟିନ୍ ନ୍ଯୁଜ/କଟକ
ତା-୦୪-୧୦-୨୦୨୧
ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ-ସମ୍ପାଦକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି, ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି, ତଥା ଫିଡେ ଆର୍ବିଟର ଟାଇଟଲ ବିଜେତା ରଞ୍ଜନ ମହାନ୍ତି।ତେବେ ଚେସର ଯୁଗ-ସମ୍ପାଦକ ସର୍ବଭାରତୀୟ ସ୍ତରରେ ଦାୟିତ୍ୱ ନେବାରେ!-->!-->!-->!-->!-->…
