Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଜୀବନଶୈଳୀ
ଜଳିଗଲା ଦୋକାନ!
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୦୨-୦୨-୨୦୨୨
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମପଞ୍ଚାୟତର ରାମଦାସପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ଜଳିଯାଇଛି।ଏହି ଗ୍ରାମର ଚାନ୍ଦୁଆ ସେନାପତି (ଚାନ୍ଦିଆ) ପୋଖରୀ କୂଳ ରେ କାଠରେ ନିର୍ମାଣ କରି କେବିନ ଟିଏ!-->!-->!-->!-->!-->…
ରଇପୁର ପଞ୍ଚାୟତରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ।
ରାଜ୍ୟ ସରକାରଙ୍କ କରୋନା କଟକଣା ନିୟମ ମଧ୍ଯରେ ପୂର୍ବ ନିର୍ଧାରିତ ଚିଠି ଅନୁଯାୟୀ ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଏବଂ ରଇପୁର ସମବାୟ ସମିତିରେ ପାଳନ ହୋଇଯାଇଛି ତେସ୍ତରିତମ ସାଧାରଣତନ୍ତ୍ର ଦିବସ।
ସରକାରୀ ଅଧିକାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ, ଜାତୀୟ!-->!-->!-->!-->!-->!-->!-->…
ଆଉଥରେ ହେବ ପାର୍ଥୀପତ୍ର ଦାଖଲ;ସୂଚନା ଦେଲେ ନିର୍ବାଚନ କମିଶନର!
ନାମାଙ୍କନ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ଏଭଳି ସୁଯୋଗ?
ପଞ୍ଚାୟତ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ହୋଇନଥିବା ଓ ନାକଚ ହୋଇଥିବା ସ୍ଥାନରେ ପ୍ରାର୍ଥୀଙ୍କୁ ଦ୍ୱିତୀୟ ଥର ପାଇଁ ସୁଯୋଗ ମିଳିବ । ଏନେଇ ସୂଚନା ଦେଇଛନ୍ତି!-->!-->!-->!-->!-->…
