ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

ତା-୦୨-୦୨-୨୦୨୨
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମପଞ୍ଚାୟତର ରାମଦାସପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ଜଳିଯାଇଛି।ଏହି ଗ୍ରାମର ଚାନ୍ଦୁଆ ସେନାପତି (ଚାନ୍ଦିଆ) ପୋଖରୀ କୂଳ ରେ କାଠରେ ନିର୍ମାଣ କରି କେବିନ ଟିଏ ପକାଇ ଦୋକାନ କରିଥିଲେ। ଏହି ଦୋକାନରୁ ଦୁଇ ପଇସା ରୋଜଗାର କରି ତାଙ୍କର ପରିବାର ପ୍ରତିପୋଷଣ କରନ୍ତି।
ଗତକାଲି ରାତିରେ ଶୋଇବାକୁ ଯାଇଥିବା ସମୟରେ ନିଆଁ ଲାଗି ଦୋକାନ ପାଉଁଶ ହେଇଯାଇଛି।ନିଆଁ ଲାଗିବାର କାରଣ ଜଣାପଡିଥିବା ବେଳେ।ଦୁଃଖରେ ଭାଙ୍ଗି ପଡିଛନ୍ତି ଚାନ୍ଦିଆ।
