Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ କରୋନାରେ ଦେହାନ୍ତ ..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ଵର
ତା-୩୦-୦୫-୨୦୨୧
ମହାରଥୀ ପରିବାରକୁ ଆଉ ଏକ ଦୁଃଖର ବାଦଲ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ । ୬୪ବର୍ଷ ବୟସରେ ପ୍ରଣୟଙ୍କର ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ!-->!-->!-->!-->!-->…
ସପ୍ତାହାନ୍ତ ସଟଡାଉନ ଜାରି..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୫-୨୦୨୧
ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିନ । ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକଡାଉନ୍ ସହ ସଟଡାଉନ୍ ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ସଟଡାଉନ୍ ପ୍ରଭାବରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ରହିଛି ଦୋକାନ!-->!-->!-->!-->!-->…
ଦୁଇ ଦିନ ପରେ ପୁଣି ବଢିଲା କରୋନା ସଂକ୍ରମଣ।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୩୦-୦୫-୨୦୨୧
ପୁଣି କରୋନା ସଂକ୍ରମଣ ବଢୁଥିବା ଜଣାପଡିଛି ଗତକାଲି ସଂକ୍ରମଣ କମ୍ ରହିଥିବାବେଳେ ଆଜି ପୁଣି ଦଶହଜାର ମୁହାଁ ରହିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଂଟାରେ ୯,୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ!-->!-->!-->!-->!-->…
ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ପୁତ୍ର କରୋନାରେ ଦେହାନ୍ତ।
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୨୯-୦୫-୨୦୨୧
କରୋନା ମହାମାରୀ ଏବେ କେତେବେଳେ କାହାର ଜୀବନ ନେଉଛି,ତାହା ଅନିଶ୍ଚିତତା,ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ବିଚିତ୍ରାନନ୍ଦ ମହାପାତ୍ରଙ୍କ ପୁତ୍ର ପ୍ରିୟରଞ୍ଜନ ମହାପାତ୍ରଙ୍କ ଆଜି!-->!-->!-->!-->!-->…
ଓଡ଼ିଶାରେ ଖସୁଛି କରୋନା ଗ୍ରାଫ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ରାଜ୍ୟରେ ଆଜି ବି ୧୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୦୨୬ ଚିହ୍ନଟ!-->!-->!-->!-->!-->…
ପୁଅ ଆଗରେ, ମାଆକୁ ବଳାତ୍କାର; ପୀଡିତାଙ୍କ ବୟାନ…..
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଗର୍ଭବତୀ ପତ୍ନୀ ଓ ଦୁଇ ସନ୍ତାନ ଏବଂ ଶାଶୁଙ୍କୁ ଅପହରଣ କରାଯାଇଥିଲା । ଦଲିତ ବ୍ୟକ୍ତି ଗଛ କାଟିବାକୁ ମନା କରିବାରୁ ଚାରି ଦିନ ପର୍ଯ୍ୟନ୍ତ ତାଙ୍କୁ ନିର୍ଯାତନା!-->!-->!-->!-->!-->…
ବଢିଲା ଘରୋଇ ବିମାନ ସେବା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ପହିଲାରୁ ଘରୋଇ ବିମାନ ଭଡା କମ୍ ସୀମାକୁ ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ!-->!-->!-->!-->!-->…
ଜୁନ ୧ରୁ ପାଠପଢା ଆରମ୍ଭ, ସରକାରଙ୍କ ନିଷ୍ପତ୍ତି।
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ପାଠପଢ଼ା ଆରମ୍ଭ ହେବ। ୨୦୨୧ ଏପ୍ରିଲ ୧୬ ରେ ବିଭାଗ ପକ୍ଷରୁ ଜାରି କୋଭିଡ୍ ଗାଇଡଲାଇନ୍ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।କରୋନା!-->!-->!-->!-->!-->…
ଟିକା ନେଲେ ମିଳିବ ୭ କୋଟି ଟଙ୍କା ‘ଲଟେରୀ’ !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୫-୨୦୨୧
କରୋନାର ଭୟାବହତା ଜାଣିବା ପରେ ମଧ୍ୟ ଏଭଳି ବି କିଛି ଲୋକ ଅଛନ୍ତି ଯେଉଁମାନେ କରୋନା ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ନିକଟରେ ଭାରତର ଉତ୍ତର ପ୍ରଦେଶରେ ଏକ ଡାକ୍ତରୀ ଦଳ ଟୀକାକରଣ ପାଇଁ ଏକ ଗାଁରେ ପହଞ୍ଚିବା!-->!-->!-->!-->!-->…
ଓଡ଼ିଶାକୁ ୫୦୦ କୋଟି !!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୫-୨୦୨୧
ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳେ ବାତ୍ୟା ଯାସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ପାଇଁ ଅତିରିକ୍ତ ୫୦୦କୋଟି!-->!-->!-->!-->!-->…
