Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ଧନ୍ଯବାଦ ଓଡ଼ିଶାବାସୀ;ଅଷ୍ଟିନ୍ ନ୍ଯୁଜ ପ୍ରତିଷ୍ଠାତା।
ଭୁବନେଶ୍ୱର
ତା-୧୫-୧୧-୨୦୨୦
ଯେଉଁ ସମୟରେ ଖବର ବିକ୍ରି ହୋଇଯାଏ,ଚପା ହୋଇଯାଏ, ଗଣମାଧ୍ୟମ ନିଜର ସ୍ବାର୍ଥ ସ୍ବାଛନ୍ଦ ପାଇଁ, ସମ୍ବେଦନଶୀଳ ଖବର ଗୁଡିକୁ ଏଡାଇ ଯାଆନ୍ତି। ସେ ସମୟରେ ଗଣମାଧ୍ୟମର ନିରପେକ୍ଷତା, ସ୍ବାଧୀନତାକୁ ନେଇ ଅନେକ ପ୍ରଶ୍ନ ଆସେ?
ଆଜିର!-->!-->!-->!-->!-->!-->!-->!-->!-->…
ମହଙ୍ଗା ପଡ଼ିଲା ମ୍ୟାଡାମଙ୍କ ଦବଙ୍ଗଗିରୀ-ଦୁଇ ବର୍ଷ ପାଇଁ କୌଣସି ଥାନା ବାରଣ୍ଡା ମନା !
ଭୁବନେଶ୍ୱର
ତା-୧୪-୧୧-୨୦୨୦
କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣା ! ତାଙ୍କୁ ୨ବର୍ଷ ପର୍ଯ୍ୟନ୍ତ କୌଣସି ଥାନାରେ ପୋଷ୍ଟିଂ ଓ ଫିଲ୍ଡ ଡ୍ୟୁଟି ନ ଦେବା ସହ!-->!-->!-->!-->!-->…
ତେଜିଲା ରାଜନୀତି;ଆଦିବାସୀ ନାବାଳିକାକୁ ଭେଟିଲା ବିଜେପି ଟିମ
https://youtu.be/8Jngwwf8Vao
କରୋନାରେ ସାମ୍ବାଦିକ ପ୍ରବୀରଙ୍କ ଦେହାନ୍ତ ; “ଅଷ୍ଟିନ୍ ନ୍ୟୁଜ୍” ତରଫରୁ ଶୋକ ବାର୍ତ୍ତା!
https://youtu.be/W5tu3P8HD2g
କରୋନାରେ ଯୁବ ସାମ୍ବାଦିକଙ୍କ ଦେହାନ୍ତ!
ଭୁବନେଶ୍ୱର
ତା-୦୫-୧୧-୨୦୨୦
କରୋନା ଦେଇଛି ଆଉ ଏକ ଦାରୁଣ ଦୁଃଖ । ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ । ଟେଲିଭିଜନ ସାମ୍ବାଦିକତାରେ ଦକ୍ଷ କ୍ରାଇମ ରିପୋର୍ଟର ଭାବେ ବେଶ୍ ଜଣାଶୁଣା ପ୍ରବୀର ।
ଓଡିଶା ହରାଇଲା ତାରକା ସାମ୍ବାଦିକ?
!-->!-->!-->!-->!-->!-->!-->!-->!-->!-->!-->…
“କଟକର ୨୨ ଦିନ”;ଭୁବନେଶ୍ୱରରେ ୨ ବର୍ଷ ହେଲା କରୁଥିଲେ ନାବାଳିକାକୁ ଦୁଷ୍କର୍ମ!
https://youtu.be/6T0lhYfHW7M
