Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ଶରୀର ଦାନ କଲେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ;ସୀତାକାନ୍ତ ମହାପାତ୍ର।
https://youtu.be/QDdtb2KplTc
ରାଜ୍ୟର ସବୁ କଲେଜ ଲ୍ୟାବ୍ ଖୋଲିବାକୁ ମିଳିଲା ଅନୁମତି
ଭୁବନେଶ୍ବର:
ତା-୪-୧୨-୨୦୨୦
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବ୍ ଗୁଡ଼ିକ ଖୋଲିବା ପାଇଁ ମିଳିଲା ଅନୁମତି ।ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ପିଏଚଡି,!-->!-->!-->!-->!-->!-->!-->…
ନୂଆବର୍ଷରେ ନୂଆ ଭୋଟର ତାଲିକା
ଭୁବନେଶ୍ବର:
ତା-୪-୧୨-୨୦୨୦
ଆପଣଙ୍କ ନାଁ ଭୋଟର ତାଲିକାରେ ନାହିଁ କି ? ନୂଆ ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପାଇଁ ଆବେଦନ କରିପାରିବେ । ନଭେମ୍ବର ୧୫ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି!-->!-->!-->!-->!-->…
ସେସୁ ପରେ ୱେସ୍କୋ ଓ ସାଉଥକୋ ଉପରେ ଟାଟାର ଆଖି
ନୂଆଦିଲ୍ଲୀ:
ତା-୪-୧୨-୨୦୨୦
ଟାଟା ପାୱାର କୋ ଲିମିଟେଡ୍ ଗୁରୁବାର ଦିନ ଓଡିଶା ବିଦ୍ୟୁତ୍ ବିତରଣ କମ୍ପାନୀ ୱେସ୍କୋ ଓ ସାଉଥକୋ କମ୍ପାନୀକୁ ଅଧିଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଛି। ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ‘ସେସୁ’କୁ ଅଧିଗ୍ରହଣ କରିବାପରେ ଟାଟା ପାୱାର ଆଜି ଆଜି!-->!-->!-->!-->!-->…
ଯାଜପୁର ଜିଲ୍ଲାରେ ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ଆରମ୍ଭ
ଯାଜପୁର:
ତା-୩-୧୨-୨୦୨୦
ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଚାଲିଥିବା ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡିରୁ ଉଛେଦ ପକ୍ରୀ୍ରିୟା ଆରମ୍ଭ କରିଛି । ବେଆଇନ କ୍ରସର ଭଙ୍ଗାଯିବା ସହ କେତେକ କ୍ରସରକୁ!-->!-->!-->!-->!-->…
ଅଫଲାଇନ୍ରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ବର:
ତା-୩-୧୨-୨୦୨୦
ଅଫଲାଇନ୍ରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା । ଆଗକୁ ରାଜ୍ୟରେ ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍ରେ ହିଁ ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ସୂଚନାଯୋଗ୍ୟ ଯେ ଅଫଲାଇନ୍ରେ ପରୀକ୍ଷା ପାଇଁ!-->!-->!-->!-->!-->…
ପରୀ ପରିବାରକୁ ସୁରକ୍ଷା ଦିଅ : ହାଇକୋର୍ଟ
ଭୁବନେଶ୍ବର:
ତା-୩-୧୨-୨୦୨୦
ବହୁ ଚର୍ଚ୍ଚିତ ନୟାଗଡର ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲାରେ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ନୟାଗଡର SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାରେ ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି । ଆସନ୍ତା ୧୬ରେ ଏହି ମାମଲାର!-->!-->!-->!-->!-->…
ସେବାୟତଙ୍କ ସହିତ ଓଡ଼ିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:
ତା-୨-୧୨-୨୦୨୦
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଲିଙ୍ଗରାଜ ମନ୍ଦିର ଗ୍ରସ୍ତରେ ଯାଇ ଏହାର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରକୁ!-->!-->!-->!-->!-->…
ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ
ଭୁବନେଶ୍ବର:
ତା-୨-୧୨-୨୦୨୦
ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ!-->!-->!-->!-->!-->…
