ମହଙ୍ଗା ପଡ଼ିଲା ମ୍ୟାଡାମଙ୍କ ଦବଙ୍ଗଗିରୀ-ଦୁଇ ବର୍ଷ ପାଇଁ କୌଣସି ଥାନା ବାରଣ୍ଡା ମନା !
ଭୁବନେଶ୍ୱର
ତା-୧୪-୧୧-୨୦୨୦
କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣା ! ତାଙ୍କୁ ୨ବର୍ଷ ପର୍ଯ୍ୟନ୍ତ କୌଣସି ଥାନାରେ ପୋଷ୍ଟିଂ ଓ ଫିଲ୍ଡ ଡ୍ୟୁଟି ନ ଦେବା ସହ!-->!-->!-->!-->!-->…
