ଓଡିଶା ରାଜଭବନରେ ଶେଷ ଦର୍ଶନ;ପୁରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କ୍ରୁତ୍ୟ ସମ୍ପର୍ଣ୍ଣ। Austin News Nov 23, 2020 0 https://youtu.be/6NzO2CBiAms
ଓଡିଶା ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ Austin News Nov 23, 2020 0 ଭୁବନେଶ୍ୱର: ତା-୨୩-୧୧-୨୦୨୦ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ!-->!-->!-->!-->!-->…
ଦେଶ ବିଦେଶ ପରଲୋକରେ ମହାତ୍ମା ଗାନ୍ଧୀଙ୍କ ନାତି Austin News Nov 23, 2020 0 ନୂଆଦିଲ୍ଲୀ: ତା-୨୨-୧୧-୨୦୨୦ କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କରୋନାରେ ବହୁ ବଡ ବଡ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ତାଲିକାରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ଅଧିବାସୀ ତଥା ମହାତ୍ମା ଗାନ୍ଧୀଙ୍କ ନାତି କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କ!-->!-->!-->!-->!-->…
ଓଡିଶା ଅବପାତର ରୂପ ନେଲା ଲଘୁଚାପ। Austin News Nov 23, 2020 0 ଭୁବନେଶ୍ବର: ତା-୨୩-୧୧-୨୦୨୦ ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କଡ ଲୋ-ପ୍ରେସର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ା ବା ବାତ୍ୟାର ରୂପ ନେବ । ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରି!-->!-->!-->!-->!-->…
ଓଡିଶା ରାଜ୍ଯପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ! Austin News Nov 23, 2020 0 ଭୁବନେଶ୍ୱର ତା-୨୩-୧୧-୨୦୨୦ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଯାଇଛି। ସୁଶୀଳା ଦେବୀ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ, ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ!-->!-->!-->!-->!-->!-->!-->…
ଓଡିଶା ଏ.ଏନ୍.ଏମ୍ ଙ୍କୁ ଛଟେଇ ;ସରକାରଙ୍କ ନିଷ୍ପତ୍ତିକୁ ବିରୋଧ! Austin News Nov 22, 2020 0 https://youtu.be/LAkH97JjQbk
ଓଡିଶା ସ୍କୁଲ ମିଶ୍ରଣ ନେଇ ବଦଳିଲା ସରକାରଙ୍କ ନିଷ୍ପତ୍ତି! Austin News Nov 22, 2020 0 ଭୁବନେଶ୍ୱର: ତା-୨୨-ନଭେମ୍ବର-୨୦୨୦ ବହୁ ବିରୋଧ ପରେ ସ୍କୁଲ ମିଶ୍ରଣ ନେଇ ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର। ଏଣିକି ୨୦ ନୁହେଁ ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା!-->!-->!-->!-->!-->!-->!-->…
ଓଡିଶା ପୁରୀ ଜିଲ୍ଲାରେ ସିଙ୍ଘମ! Austin News Nov 22, 2020 0 ପୁରୀ: ତା-୨୨-ନଭେମ୍ବର-୨୦୨୦ ପୁରୀ ହାଜତ ମୃତ୍ୟୁ ମାମଲା ପରେ ତତ୍କାଳୀନ ଏସ୍ପି ଅଖିଳେଶ୍ୱର ସିଂହଙ୍କୁ ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ସମ୍ବଲପୁର ଏସ୍ପି କନୱର ବିଶାଲ ସିଂହଙ୍କୁ ଦାୟିତ୍ବ ଦିଆଯାଇଛି। ଏନେଇ ରାଜ୍ୟ!-->!-->!-->!-->!-->!-->!-->!-->!-->…
ଓଡିଶା ଧନ୍ଯବାଦ ଓଡ଼ିଶାବାସୀ;ଅଷ୍ଟିନ୍ ନ୍ଯୁଜ ପ୍ରତିଷ୍ଠାତା। Austin News Nov 15, 2020 0 ଭୁବନେଶ୍ୱର ତା-୧୫-୧୧-୨୦୨୦ ଯେଉଁ ସମୟରେ ଖବର ବିକ୍ରି ହୋଇଯାଏ,ଚପା ହୋଇଯାଏ, ଗଣମାଧ୍ୟମ ନିଜର ସ୍ବାର୍ଥ ସ୍ବାଛନ୍ଦ ପାଇଁ, ସମ୍ବେଦନଶୀଳ ଖବର ଗୁଡିକୁ ଏଡାଇ ଯାଆନ୍ତି। ସେ ସମୟରେ ଗଣମାଧ୍ୟମର ନିରପେକ୍ଷତା, ସ୍ବାଧୀନତାକୁ ନେଇ ଅନେକ ପ୍ରଶ୍ନ ଆସେ? ଆଜିର!-->!-->!-->!-->!-->!-->!-->!-->!-->…