Sign in
Sign in
Recover your password.
A password will be e-mailed to you.
Breaking News
ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!ଭାଜପା ରୁ ଅମର ନାୟକ!କଂଗ୍ରେସରୁ ଇସ୍ତଫା ଦେଲେ ଗଣେଶ୍ୱର ବେହେରା।ରାଜ୍ୟରେ ଆଜିଠାରୁ ଆରମ୍ଭ ସକାଳୁଆ ସ୍କୁଲ!ଯୁଗାନ୍ତର ସାଂସ୍କୃତିକ ପରିଷଦର ଉତ୍କଳ ଦିବସ ପାଳନ।
ବହୁ ଚର୍ଚ୍ଚିତ ମାମୁଁ-ଭଣଜା ଘାଇ ଉପରେ ଧର୍ମଶାଳା ବିଧାୟକଙ୍କୁ ହାଜର ପାଇଁ ଲୋକାୟୁକ୍ତଙ୍କ ନୋଟିସ୍ !
ଭୁବନେଶ୍ୱର
ତା-୨୨-୧୦-୨୦୨୦
ଗତ ଅଗଷ୍ଟ ୨୮ତାରିଖ ଦିନ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ,କେଲୁଅ ନଦୀବନ୍ଧର ରମାପୁର-ବୃଦ୍ଧଲିଙ୍ଗ ମଧ୍ୟରେ ସୃଷ୍ଟି ହୋଇଥିବା ମନୁଷ୍ଯକୃତ ଘାଇ ଉପରେ,ମାନ୍ୟବର ଓଡିଶା ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗରେ ହାଜର ପାଇଁ ଜାରି ହେଲା ନୋଟିସ।!-->!-->!-->!-->!-->…
ଜାଣନ୍ତୁ ଦଶହରାର ବିଶେଷତ୍ୱ!
ଭୁବନେଶ୍ୱର ୨୨/୧୦/୨୦ ଯେତେବେଳେ ଆମେ ଦଶହରା ସମୟରେ ଦେବୀମାନଙ୍କୁ ଉପାସନା କରୁ, ଆମେ କ’ଣ ପାଇଁ ପ୍ରାର୍ଥନା କରିବା ଉଚିତ ଏବଂ ଆମେ ସେମାନଙ୍କୁ ନିଜ ଜୀବନରେ କିପରି ଚିହ୍ନି ପାରିବା ? ଭଗବାନ୍ ଆଜି ସ୍ନେହପୂର୍ଣ୍ଣ ଭାବରେ ଆମକୁ ମନେ ପକାଇଛନ୍ତି । ଦଶହରା ପର୍ବର!-->…
ସବୁ ସମୟରେ କଂଗ୍ରେସ ଲଢିବ;ପ୍ରଦୀପ ମାଝି
https://youtu.be/065dfQeuuJ4
“ପ୍ରଶାନ୍ତ” ହତ୍ଯାକାରୀ;ପରିବାର ସଦସ୍ଯ, ବନମାଳୀପୁର ହତ୍ଯାକାଣ୍ଡ!
https://youtu.be/fVcrfRsFlkg
କଟକ ନାବାଳିକା ଗଣଦୁଷ୍କର୍ମ;ସମସ୍ତ ଅଭିଯୁକ୍ତ ଗିରଫ:କମିସନର
କଟକ
ତା-୧୫-୧୦-୨୦୨୦
ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ କମିଶନରେଟ ପୋଲିସ୍ ଗିରଫ କରିଛି। ପୂର୍ବରୁ ଜଣଙ୍କୁ ଗିରଫ କରି ପୋଲିସ୍ ପଚରାଉଚରା ଚଳାଇଥିବା ବେଳେ ଏହି ଘଟଣାରେ ଆଉ ଜଣେ!-->!-->!-->!-->!-->…
ବିଭତ୍ସ ହତ୍ଯା;ପ୍ରେମ ନା ପାରିବାରିକ କଳହ!
ଯାଜପୁର
ତା-୧୪-୧୦-୨୦୨୦
ଦିନକୁ ଦିନ ଯାଜପୁରରେ ଅପରାଧ ସଂଖ୍ଯା ବଢୁଛି। ଅପରାଧୀ ପୋଲିସ ଆଖିରେ ଧୁଳି ଦେଇ ଖସି ଯିବାରେ ସଫଳ ହେଉଛନ୍ତି। ବିଶେଷ କରି ବାଲିଚନ୍ଦ୍ରପୁର ଥାନା ଅଧିନରେ ଥିବା ଅଞ୍ଚଳ ଗୁଡିକରେ ଚୋରି ରାହଜାନି, ଚୋରାଚାଲାଣ ଘଟୁଛି।
ତେବେ ଆଜିର!-->!-->!-->!-->!-->!-->!-->…