[URIS id=5393]
ଭୁବନେଶ୍ୱର

ତା-୨୨-୧୦-୨୦୨୦
ଗତ ଅଗଷ୍ଟ ୨୮ତାରିଖ ଦିନ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ,କେଲୁଅ ନଦୀବନ୍ଧର ରମାପୁର-ବୃଦ୍ଧଲିଙ୍ଗ ମଧ୍ୟରେ ସୃଷ୍ଟି ହୋଇଥିବା ମନୁଷ୍ଯକୃତ ଘାଇ ଉପରେ,ମାନ୍ୟବର ଓଡିଶା ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗରେ ହାଜର ପାଇଁ ଜାରି ହେଲା ନୋଟିସ।
ବିଚାର ପାଇଁ ଗ୍ରହଣ କରିବା ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ତାଙ୍କ ମାମୁଁ ତଥା ପାଣିକୋଇଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ନରେନ୍ ଜେନାଙ୍କ ସମେତ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ, ଯାଜପୁର ଜିଲ୍ଲାପାଳ, ପାଣିକୋଇଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଜାରକା ଜଳସଂପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ୬ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଗତ ୧୫ତାରିଖ ଦିନ ନୋଟିସ୍ ଜାରି କରିଛନ୍ତି !
ତେବେ ମାମୁଁ ଭଣଜା ମଧୁଚନ୍ଦିକାରେ ପୂର୍ଣ୍ଣଛେଦ ପଡୁଛି କି ସମ୍ପର୍କ ନିବିଡ ହେଉଛି ଦେଖିବାକୁ ବାକି ରହିଲା।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ https//austinnews.in ଲଗଇନ କରନ୍ତୁ। #facebookaustinnews
#youtubeaustinnews
#twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।
