Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ରଥଯାତ୍ରା! ପୁରୀରେ ଆରମ୍ଭ ହେଲା ଜୋରଦାର ପ୍ରସ୍ତୁତି
ପୁରୀ: ସୁପ୍ରିମ କୋର୍ଟରେ ରଥଯାତ୍ରା ପୁନର୍ବିଚାର ପ୍ରସଙ୍ଗକୁ ନେଇ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇ ନଥିବା ବେଳେ ରଥଯାତ୍ରା ପାଇଁ ଜଗନ୍ନାଥ ଧାମ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ରଥଟାଣିବା ପାଇଁ ରଥଖଳାରେ ୭ଜଣ ଡାହୁକ ଆସି!-->…
କରୋନାରେ ଆଉ ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନାର ସ୍ଥିତି । ଗତକାଲି କରୋନା ମହାମାରୀରେ ୨ଜଣ ଆକ୍ରାନ୍ତ ଜୀବନ ହାରିଥିବା ବେଳେ ଆଜି ଆଉ ଜଣେ କୋଭିଡ-୧୯ ଭୁତାଣୁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜମ ଜିଲ୍ଲାର ବୋଲି ଜଣାପଡ଼ିଛି।
!-->!-->!-->…
ପୁରୀରେ ତିନି ରଥରେ ବିଜେ ହେଲା ଆଜ୍ଞାମାଳ
ପୁରୀ: ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି। ପରମ୍ପରା ଅନୁସାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ। ପ୍ରଥମେ ତାଳଧ୍ବଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ପାରମ୍ପରିକ ସେବକମାନଙ୍କ ଦ୍ବାରା ଏହି ନୀତି!-->…
ପୁଣି ବଢ଼ିଲା ତେଲ ଦର; ଦୈତନଗରୀରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଏତିକି ଟଙ୍କାରେ ପହଞ୍ଚିଲା
ଭୁବନେଶ୍ୱର: ପୁଣି ତେଲ ଦରରେ ନିଆଁ ଲାଗିଛି। ଭୁବନେଶ୍ୱର ଓ କଟକରେ ପେଟ୍ରୋଲ ଦର ୮୦ ଟଙ୍କାରେ ପହଞ୍ଚିଛି। ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୫୮ ପଇସା ବୃଦ୍ଧି ପାଇଛି। ତେଲ ଦର ଗତ ୧୬ ଦିନ ହେଲା ଲଗାତାର ବଢିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା!-->…
ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ବର : ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହା ସଂଲଗ୍ନ ଅଞ୍ଚଳରେ ରହିଛି। ଫଳରେ ଗତ ଦୁଇଦିନ ହେଲା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ!-->…
କରୋନା ସମୟରେ ପୂର୍ବଭାରତରେ ପ୍ରଥମ : ଏସ୍ସିବିରେ ହେଲା ୭୭ତମ ଅସ୍ଥିମଜ୍ଜା ପ୍ରତିରୋପଣ
କଟକ : କରୋନା ସମୟରେ ପୁଣି ଇତିହାସ ରଚିଛି କଟକ ବଡ଼ଡାକ୍ତରଖାନା। ମାର୍ଚ୍ଚ ଲକ୍ଡାଉନ୍ ପରଠାରୁ ଏସ୍ସିବିରେ ଅସ୍ଥିମଜ୍ଜା ପ୍ରତିରୋପଣ ବନ୍ଦ ରହିଥିଲା। ଏବେ ନୂତନ ଗାଇଡ୍ଲାଇନ୍ ଅନୁସାରେ ରୋଗୀଙ୍କ କୋଭିଡ୍ ପରୀକ୍ଷା ପରେ ଜଣେ ରୋଗୀଙ୍କ ସଫଳ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି।!-->…
ଚିନ୍ତା ବଢ଼ାଇଲାଣି କରୋନା : ପରୀକ୍ଷାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ
ଭୁବନେଶ୍ବର : ଜୁଲାଇ ୧ରୁ ୧୫ ମଧ୍ୟରେ ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ବିଭାଗର ବାକି ବିଷୟଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହେବ। କେଉଁ ଦିନ କେଉଁ ବିଷୟର ପରୀକ୍ଷା!-->…
ପୁରୀରେ ଜୁଡ଼ିସିଆଲ କୋର୍ଟରେ ପଡିଲା ତାଲା
ପୁରୀ/ବ୍ରହ୍ମଗିରି: କରୋନା ପାଇଁ ପୁରୀରେ ଜୁଡିସିଆଲ କୋର୍ଟରେ ତାଲା ପଡିଛି । ଜଣେ ଆଇନଜୀବୀ ଓ ଜଣେ ମୋହରୀର ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି | କୋର୍ଟ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ହରିହର ଛକରୁ ଟାଉନହଲ ଯାଏଁ!-->…
ଘରେ ନବବିବାହିତଙ୍କୁ ଆଶ୍ରୟ ଦେଇଥିବାରୁ ପରିବାରର ୪ ସଦସ୍ୟଙ୍କୁ ଆକ୍ରମଣ
ଘସିପୁରା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ପରିବାରକୁ ଆକ୍ରମଣ କରାଯାଇଛି | ଏଥିରେ ୪ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ମିଳିଥିବା ଅଭିଯୋଗ ମୁତାବକ ରାମଚନ୍ଦ୍ରପୁର ଗ୍ରାମର ବେଣୁଧର!-->…
