Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ବିଦେଶୀ ମଦ ଜବତ!
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ତା-୨୫-୧୨-୨୦୨୧
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧନୀପୁର ଗ୍ରାମରେ ପୋଲିସ ଚଢାଉକରିଥିବାର ସୂଚନା ମିଳିଛି।ଶନିବାର ସକାଳ ୧୦ଟା ସମୟରେ ମଙ୍ଗଳପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜନୈକ ବ୍ୟକ୍ତିଙ୍କ ନିକଟରୁ ୨୪.୩୧୦ ଲିଟର ବିଦେଶୀ ମଦ!-->!-->!-->!-->!-->…
ପଛୁଆ ପ୍ରତାରଣା !
ଓବିସି ପାଇଁ କିକେତେ ଯେ ଦରଦଦେଖେଇ ହୁଅନ୍ତିଆସିଗଲେ ନିର୍ବାଚନ,ନିଜକୁ ସତିଆ ବୋଲାଇଥାନ୍ତିମାରିକି ଟୁଇଟର ବାଣ ।ଓବିସି ପ୍ରସଙ୍ଗେଘେରିଲେ ପ୍ରଥମେବାବୁ ଶିକ୍ଷା ପ୍ରଧାନ ,ବାରୁଦେ ନିଆଁଚେଙ୍ଗିଲେ ସତେକିଚିହିଁକି ଉଠିଲେବାବୁ ଦାସ ସଂଗଠନ , ସବୁ ଦେଖି ଶୁଣିଚୁପ୍ ଅଛନ୍ତିଆମ କମନ ମ୍ୟାନ ।
ପରଲୋକରେ ରାଜନେତା ରାମକୃଷ୍ଣ ପଟ୍ଟନାୟକ!
ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ସକାଳ ସମୟରେ ପରଲୋକ ହେଇଯାଇଛି।
ଓଡିଶାର ଭାଇଜାନ୍ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା!
ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର
ତା-୨୪-୧୨-୨୦୨୧
ଚଳଚ୍ଚିତ୍ର ତାରକାରୁ ରାଜନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମ ତିଥିରେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ!
ଭୁବନେଶ୍ୱର ୟୁନିଅନ ଚର୍ଚ୍ଚରେ ଆଲୋକ ସଜ୍ଜା।
ଖ୍ରୀଷ୍ଠ ଧର୍ମାବଲମ୍ବୀ ଭାଇଭଉଣୀଙ୍କ ପବିତ୍ର ବଡ଼ ଦିନ ଅବସରରେ ଭୁବନେଶ୍ୱର ଚାରି ନମ୍ବର ୟୁନିଟ ସ୍ଥିତ ୟୁନିଅନ ଚର୍ଚ୍ଚ ରେ ଆଲୋକ ସଜ୍ଜା।
‘ଓବିସି’ ସଂରକ୍ଷଣ ବିରୋଧୀ ରାଜ୍ଯ ସରକାର;ଧର୍ମେନ୍ଦ୍ର ପ୍ରଧାନ!
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ତା-୨୩-୧୨-୨୦୨୧
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ ସଂରକ୍ଷଣ ବ୍ଯବସ୍ଥାରେ ହାଇକୋର୍ଟ ରୋକ ଲଗାଇବା ପରେ , ରାଜ୍ଯ ସରକାର ଙ୍କୁ ନିଶାନା କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ! ଏନେଇ ସାମାଜିକ ଗଣମାଧ୍ୟମରେ!-->!-->!-->!-->!-->…
