News portal website
before header

ଜଳିଗଲା ଦୋକାନ!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୦୨-୦୨-୨୦୨୨ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ରଇପୁର ଗ୍ରାମପଞ୍ଚାୟତର ରାମଦାସପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ଜଳିଯାଇଛି।ଏହି ଗ୍ରାମର ଚାନ୍ଦୁଆ ସେନାପତି (ଚାନ୍ଦିଆ) ପୋଖରୀ କୂଳ ରେ କାଠରେ ନିର୍ମାଣ କରି କେବିନ ଟିଏ…

ରଇପୁର ପଞ୍ଚାୟତରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ।

ରାଜ୍ୟ ସରକାରଙ୍କ କରୋନା କଟକଣା ନିୟମ ମଧ୍ଯରେ ପୂର୍ବ ନିର୍ଧାରିତ ଚିଠି ଅନୁଯାୟୀ ବଡଚଣା ବ୍ଲକ ରଇପୁର ପଞ୍ଚାୟତ ଏବଂ ରଇପୁର ସମବାୟ ସମିତିରେ ପାଳନ ହୋଇଯାଇଛି ତେସ୍ତରିତମ ସାଧାରଣତନ୍ତ୍ର ଦିବସ। ସରକାରୀ ଅଧିକାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ, ଜାତୀୟ…