News portal website
before header

ଯାତ୍ରୀ ବାହୀ ଟ୍ରେନ ବାତିଲ! ହେଲେ କେତେଦିନ?

ନୂଆଦିଲ୍ଲୀ ତା-୨୫-୦୬-୨୦୨୦ ବର୍ତ୍ତମାନ କରୋନାର ଭୟବହତାକୁ ଲକ୍ଷ୍ଯ କରାଯାଇ ଭାରତୀୟ ରେଳବାଇ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। କେବଳ ମାଲବାହୀ ଟ୍ରେନକୁ ଛାଡିଦେଲେ, ଅନ୍ୟ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ସ୍ଥଗିତ କରାଯାଇଛି। ରେଳବାଇ ପକ୍ଷରୁ ସୂଚନାଆସନ୍ତା ୧୨ଅଗଷ୍ଟ…

ରଥଯାତ୍ରା! ପୁରୀରେ ଆରମ୍ଭ ହେଲା ଜୋରଦାର ପ୍ରସ୍ତୁତି

ପୁରୀ: ସୁପ୍ରିମ କୋର୍ଟରେ ରଥଯାତ୍ରା ପୁନର୍ବିଚାର ପ୍ରସଙ୍ଗକୁ ନେଇ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇ ନଥିବା ବେଳେ ରଥଯାତ୍ରା ପାଇଁ ଜଗନ୍ନାଥ ଧାମ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ରଥଟାଣିବା ପାଇଁ ରଥଖଳାରେ ୭ଜଣ ଡାହୁକ ଆସି…

କରୋନାରେ ଆଉ ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନାର ସ୍ଥିତି । ଗତକାଲି କରୋନା ମହାମାରୀରେ ୨ଜଣ ଆକ୍ରାନ୍ତ ଜୀବନ ହାରିଥିବା ବେଳେ ଆଜି ଆଉ ଜଣେ କୋଭିଡ-୧୯ ଭୁତାଣୁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜମ ଜିଲ୍ଲାର ବୋଲି ଜଣାପଡ଼ିଛି। …

ପୁରୀରେ ତିନି ରଥରେ ବିଜେ ହେଲା ଆଜ୍ଞାମାଳ

ପୁରୀ: ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି। ପରମ୍ପରା ଅନୁସାରେ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ। ପ୍ରଥମେ ତାଳଧ୍ବଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ପାରମ୍ପରିକ ସେବକମାନଙ୍କ ଦ୍ବାରା ଏହି ନୀତି…

ପୁଣି ବଢ଼ିଲା ତେଲ ଦର; ଦୈତନଗରୀରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଏତିକି ଟଙ୍କାରେ ପହଞ୍ଚିଲା

ଭୁବନେଶ୍ୱର: ପୁଣି ତେଲ ଦରରେ ନିଆଁ ଲାଗିଛି। ଭୁବନେଶ୍ୱର ଓ କଟକରେ ପେଟ୍ରୋଲ ଦର ୮୦ ଟଙ୍କାରେ ପହଞ୍ଚିଛି। ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୫୮ ପଇସା ବୃଦ୍ଧି ପାଇଛି। ତେଲ ଦର ଗତ ୧୬ ଦିନ ହେଲା ଲଗାତାର ବଢିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା…

ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହା ସଂଲଗ୍ନ ଅଞ୍ଚଳରେ ରହିଛି। ଫଳରେ ଗତ ଦୁଇଦିନ ହେଲା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ…