News portal website
before header

ଓଡିଶାର ଭାଇଜାନ୍ ଙ୍କୁ ଜନ୍ମ ଦିନର ଶୁଭେଚ୍ଛା!

ଅଷ୍ଟିନ୍ ନ୍ୟୁଜ୍/ ଭୁବନେଶ୍ୱର ତା-୨୪-୧୨-୨୦୨୧ ଚଳଚ୍ଚିତ୍ର ତାରକାରୁ ରାଜନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମ ତିଥିରେ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ!

‘ଓବିସି’ ସଂରକ୍ଷଣ ବିରୋଧୀ ରାଜ୍ଯ ସରକାର;ଧର୍ମେନ୍ଦ୍ର ପ୍ରଧାନ!

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର ତା-୨୩-୧୨-୨୦୨୧ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ ସଂରକ୍ଷଣ ବ୍ଯବସ୍ଥାରେ ହାଇକୋର୍ଟ ରୋକ ଲଗାଇବା ପରେ , ରାଜ୍ଯ ସରକାର ଙ୍କୁ ନିଶାନା କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ! ଏନେଇ ସାମାଜିକ ଗଣମାଧ୍ୟମରେ…

ସଲାମ୍ ଜେନେରାଲ

ଅବେଳରେ ଛାଡିଅଫେରା ବାଟରେଚାଲିଗଲ ଆହେଭାରତମାତାର ଯୋଗ୍ୟତମ ସୂତ,ଏ ଦେଶ ଦେଖିଛି ତୁମ ବୀରତ୍ବଆହେ ବିପିନ ରାଓ୍ବତ;ତୁମ ଆବର୍ତ୍ତମାନରେସଲାମ ଶତ ଶତ ।।