News portal website
before header

ଉତ୍କଳ ଦିଵସ!

ଆଉ କେତେ ଦିନ? ଆଉ କେତେ ଦିନ ଗଲେ ଓଡ଼ିଆ ଲୋକଙ୍କୁ ତାଙ୍କ ନିଜ ଭାଷାରେ ସରକାରୀ ପ୍ରମାଣପତ୍ର ଟିଏ ଓ ଵିଜ୍ଞପ୍ତି ଟିଏ ଦେଵ?ଆଉ କେତେ ଦିନ ଗଲେ ଓଡ଼ିଆ ଭାଷାରେ ନ୍ୟାୟ ଘୋଷଣା କରିଵ,ଓଡ଼ିଆ ଲୋକଙ୍କୁ ଓଡ଼ିଆରେ ଶାସନ ମିଳିଵ? ଆଉ କେତେ ଦିନ ?'ଆମେ ଚଳାଉଛୁ ନାଆ ଆମରି, ଆମରି ନାଆରେ ଆମେ…

ଆସୁଛି ପପୁଙ୍କ ନୂଆ ସିନେମା ଇସ୍କ ଟ୍ରାଫିକ!

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର ତା/୩୧/୦୩/୨୦୨୩ ଆସୁଛି ଓଡ଼ିଆ ସିନେମା "ଇସ୍କ ଟ୍ରାଫିକ"।ଓଡ଼ିଆ ଦର୍ଶକଙ୍କ ପାଇଁ ଆସୁଥିବାର ସୂଚନା ମିଳିଛି।କମେଡି ହିରୋ ପପୁ ପମ ପମ ବା ତତ୍ଵପ୍ରକାଶ ଶତପଥୀ ଏହି ସିନେମାରେ ଥିବା ଜାଣିବାକୁ ମିଳିଛି। ଏକ ଫୋଟୋ ରେ ପପୁ ଏକ ଲୁଙ୍ଗି ପିନ୍ଧି ଏହି ମହୁରତର…