ହୀରାକୁଦରୁ ଛଡିଲା ଏ ବର୍ଷର ପ୍ରଥମ ବନ୍ୟାଜଳ
ଆଜି ହୀରାକୁଦରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ଦିନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ବୋଲି ଜଣାପଡ଼ିଛି। ତେବେ ପ୍ରଥମେ ୭ନଂ ଗେଟ୍ରେ ପାଣି ଛଡ଼ାଯାଇଛି। ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ!-->…
