News portal website
before header
Browsing Tag

Cuttack

ରୁଚି କମ୍ପାନିରେ ଲାଗିଲା ନିଆଁ

କଟକ ଖାପୁରିଆ ସ୍ଥିତ ରୁଚି କମ୍ପାନିରେ  ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଛି। ମିଳିଥିବା ସୂଚନା ଅନୁସାରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥାଇ ପାରେ। ତେବେ କମ୍ପାନୀର ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ସୂଚନା ମୁତାବକ

କଟକ ଜଗତପୁରରୁ ମୃତ ହାତୀ ଉଦ୍ଧାର…. ଗତ ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜରୁ ହାତୀଟି ଭାସି ଆସିଥିଲା

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଉଦ୍ଧାର ହେଲା ଦନ୍ତା ହାତୀର ମୃତଦେହ। ଗତ ଶୁକ୍ରବାର ଦିନ ମୁଣ୍ଡଳୀ ବ୍ରିଜ୍ ରୁ ଭାସି ଯାଇଥିବା ଦନ୍ତା ହାତୀର ମୃତଦେହ ଆଜି ଉଦ୍ଧାର ହୋଇଛି । କଟକ ଜଗତପୁର ନିକଟ ସାତବାଟିଆରୁ ମୃତ ହାତୀର ଶବ ଉଦ୍ଧାର ହୋଇଛି। ରବିବାର ଅର୍ଥାତ୍ ଆଜି

ବ୍ରିଜରୁ ମହାନଦୀକୁ ଡେଇଁ ବିଜେବି କଲେଜ୍ ଅଧ୍ୟାପକ ପ୍ରଫେସର ଦେବାଶିଷ ଦାସ ନିଖୋଜ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଆଜି ସକାଳୁ ସକାଳୁ ଘଟିଛି ଏକ ଅଘଟଣ। ସବୁ ଠିକ୍ ଠାକ ଲାଗୁଥିଲା, ରାସ୍ତାରେ ଗାଡି ମୋଟର ମଧ୍ଯ ଯାଅ ଆସ କରୁଥିଲା, ହେଲେ କେହି କିଛି ବୁଝିବା ଆଗରେ ହଠାତ୍ ଏକ ଜଗତପୁର ବ୍ରିଜ ତଳେ କିଛି ଗୋଟାଏ ଶଦ୍ଦ ହେଲା। ଲୋକ ରୁଣ୍ଡ ହୋଇ