News portal website
before header
Browsing Tag

CMO

‘ଓବିସି’ ସଂରକ୍ଷଣ ବିରୋଧୀ ରାଜ୍ଯ ସରକାର;ଧର୍ମେନ୍ଦ୍ର ପ୍ରଧାନ!

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର ତା-୨୩-୧୨-୨୦୨୧ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ ସଂରକ୍ଷଣ ବ୍ଯବସ୍ଥାରେ ହାଇକୋର୍ଟ ରୋକ ଲଗାଇବା ପରେ , ରାଜ୍ଯ ସରକାର ଙ୍କୁ ନିଶାନା କରିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ! ଏନେଇ ସାମାଜିକ ଗଣମାଧ୍ୟମରେ

ଦିଲ୍ଲୀରୁ ବାତ୍ୟା ‘ଗୁଲାବ’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଅପରାହ୍ଣ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ…

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସମ୍ଭାବ୍ୟ ବାତ୍ୟା 'ଗୁଲାବ'ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତରେ ଥାଇ ମଧ୍ୟ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା

ଚାଲିଗଲେ ଅରିନ୍ଦମ ଦାସ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୪-୦୯-୨୦୨୧ ଆଉ ନାହାନ୍ତି ଯୁବ ସାମ୍ବାଦିକ ଅରିନ୍ଦମ ଦାସ। ଆଜି ସକାଳୁ ସକାଳୁ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଓଲଟି ପଡ଼ିଥିଲା ଓଡ୍ରାଫ୍ ବୋଟ୍। ଏହି ବୋଟ୍ ରେ ଥିଲେ ଅରିନ୍ଦମ। ଦୁର୍ଘଟଣାଗ୍ରସ୍ତ