News portal website
before header
Browsing Tag

BJB College Proffesor

ରଘୁନାଥପୁର ନିକଟରୁ ମିଳିଲା ନିଖୋଜ ବିଜେବି କଲେଜ କର୍ମଚାରୀ ଦେବାଶିଷ ଦାସଙ୍କ ମୃତଦେହ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଭୁବନେଶ୍ବର ବିଜେବି କଲେଜ ଲାବୋରେଟୋରି ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟରତ ଥିବା ଡକ୍ଟର ଦେବାଶିଷ ଦାସ ରବିବାର ଦିନ ଜଗତପୁରଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ତାଙ୍କର ମୃତଦେହ ମିଳିଛି । ରଘୁନାଥପୁର

ବ୍ରିଜରୁ ମହାନଦୀକୁ ଡେଇଁ ବିଜେବି କଲେଜ୍ ଅଧ୍ୟାପକ ପ୍ରଫେସର ଦେବାଶିଷ ଦାସ ନିଖୋଜ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଆଜି ସକାଳୁ ସକାଳୁ ଘଟିଛି ଏକ ଅଘଟଣ। ସବୁ ଠିକ୍ ଠାକ ଲାଗୁଥିଲା, ରାସ୍ତାରେ ଗାଡି ମୋଟର ମଧ୍ଯ ଯାଅ ଆସ କରୁଥିଲା, ହେଲେ କେହି କିଛି ବୁଝିବା ଆଗରେ ହଠାତ୍ ଏକ ଜଗତପୁର ବ୍ରିଜ ତଳେ କିଛି ଗୋଟାଏ ଶଦ୍ଦ ହେଲା। ଲୋକ ରୁଣ୍ଡ ହୋଇ