ପୁଣି ଥରେ ଆନ୍ଧ୍ରର ହୀନ ଚକ୍ରାନ୍ତ , ଓଡ଼ିଆ ଫଳକକୁ ଲିଭାଇଲେ, ଲଗାଇଲେ ତେଲଗୁ ଫଳକ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲାରେ ବ୍ୟସ୍ତ ଥିବାବେଳେ ଆନ୍ଧ୍ରପ୍ରଦେଶ ଏହାର ଫାଇଦା ଉଠାଉଛି। କୋଟିଆରେ ପୁଣି ଥରେ ହୀନ ଚକ୍ରାନ୍ତ କରିଛି ଆନ୍ଧ୍ରପ୍ରଦେଶ ପ୍ରଶାସନ। ଏଥର ଭାଷା ଭିତ୍ତିକ କାର୍ଡ ଖେଳିଛି ଆନ୍ଧ୍ର । କୋଟିଆ ପଞ୍ଚାୟତରେ!-->!-->!-->!-->!-->…
