News portal website
before header
[URIS id=5393]

ବଦଳିଲେ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ!

0 142

Austin News/BBSR

Notice

D-27-Mar-2023

ବିଜୁ ଜନତା ଦଳରେ ହୋଇଛି ପରିବର୍ତ୍ତନ!ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିରିଶ ଜିଲ୍ଲାରେ ନୂତନ ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଦାଇତ୍ୱ ଦେଇଥିବା ଜଣାପଡିଛି।

ଯେତେବେଳେ ଯାହା ଦାୟିତ୍ୱ ନବୀନ ପଟ୍ଟନାୟକ ଦିଅନ୍ତି ତାହାକୁ ତୁରନ୍ତ କାର୍ଯ୍ୟକାରୀ କରି ଫଳପ୍ରଦ କରାଇବାକୁ ଆମେ ଲାଗି ଥାଉ ବୋଲି, ନୟାଗଡ ବିଧାୟକ ଅରୁଣ ସାହୁ କହିଛନ୍ତି।ନୂତନ ଭାବେ ପର୍ଯ୍ୟବେକ୍ଷକ ଦାଇତ୍ୱ ମିଳିଲା ପରେ,ପ୍ରତିକ୍ରିୟା ଦେଇଥିବା ଜଣା ପଡିଛି।

Leave A Reply

Your email address will not be published.