News portal website
before header
[URIS id=5393]

ସ୍ଯାଟଲାଇଟ ଜଗତରୁ ବିଦାୟ ନେଲା ଜି ଓଡ଼ିଶା।

0 671

ଅଷ୍ଟିିନ ନ୍ୟୁଜ୍/ଭୁବନେଶ୍ବର

Notice

ତାରିଖ-୧୦-ମାର୍ଚ୍ଚ-୨୦୨୨

ଓଡିଶା ଗଣମାଧ୍ୟମ ପାଇଁ ଏକ ଦୁଃଖଦ ଖବର। ଆଜି ରାତି 12ଟାରୁ ZEE Odisha ସବୁଦିନ ପାଇଁ ବନ୍ଦ ହୋଇଯାଉଛି।ମୁଖ୍ୟତଃ ପରିଚାଳନାଗତ ତ୍ରୁଟି ପାଇଁ ଏହି ସାଟେଲାଇଟ ଚ୍ୟାନେଲଟି ଟିଭି ପରଦାରୁ ଲିଭିଯିବ ବୋଲି ସୂଚନା ମିଳୁଛି।ପୂର୍ବରୁ ଏହିପରି ଆଉ ଦୁଇଟି ଓଡିଆ ନ୍ୟୁଜ ଚ୍ୟାନେଲ ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ହେଲେ ଚଳିତ ବର୍ଷ ଆରମ୍ଭରୁ ଓଡିଶା ଗଣମାଧ୍ୟମରୁ ଜି ଓଡ଼ିଶା ବିଦାୟ ନେବା,କର୍ମଚାରୀଙ୍କ ପାଇଁ ଦୁଃଖ ଆଣି ଦେଇଛି।

Leave A Reply

Your email address will not be published.