News portal website
before header
[URIS id=5393]

ଅଷ୍ଟିନ୍ ନ୍ଯୁଜ୍ ପ୍ରଭାବ;କୋଭିଡ କେନ୍ଦ୍ରରେ ଭିଡିଓ ପ୍ରସ୍ତୁତ ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ବଡଚଣା ବିଡିଓ

0 705

Notice

ଅଷ୍ଟିନ୍ ନ୍ଯୁଜ୍ ପ୍ରଭାବ। କୋଭିଡ କେନ୍ଦ୍ରରେ ଭିଡିଓ ପ୍ରସ୍ତୁତ ଘଟଣାରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।ଏ ଘଟଣା ସମ୍ବନ୍ଧରେ ଅଷ୍ଟିନ୍ ନ୍ଯୁଜ୍ ରେ ବାରମ୍ବାର ଖବର ପ୍ରସାରଣ ପରେ ବଡଚଣା ବିଡିଓ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ।ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ଆଜି ରାତି।

Leave A Reply

Your email address will not be published.