

ତା-୧୭-୦୪- ୨୦୨୧
ଅଷ୍ଟିନ୍ ନ୍ୟୁଜ୍ /ପୁରୀ
ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ, ମେ ୧୩ରେ ହେବ ଭୋଟ ଗ୍ରହଣ ।

ପିପିଲି ଉପ ନିର୍ବାଚନ ନେଇ ଘୋଷଣା ହେଲା ସାନି ତାରିଖ। ଆସନ୍ତା ମେ ୧୩ ତାରିଖରେ, ପିପିଲି ଉପ ନିର୍ବାଚନ ଭୋଟ୍।ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ପେଜ୍ ଭିଜିଟ୍ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
https://twitter.com/AustinNewsMedia
