Sign in
Sign in
Recover your password.
A password will be e-mailed to you.
Breaking News
ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!
Browsing Category
ଓଡିଶା
ଆଇଏଏସ୍ ସ୍ତରରେ ଅଦଳବଦଳ : ପରାଗ ଗୁପ୍ତା ଓଏଫ୍ଡିସି ଅଧ୍ୟକ୍ଷ
ଭୁବନେଶ୍ୱର
ତା-୨୮-୧୦-୨୦୨୦
ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ସ୍ତରରେ ଅଦଳ ବଦଳ କରିଛନ୍ତି ।ବରିଷ୍ଠ ଆଇଏଏସ୍ ଅଧିକାରୀ ପରାଗ ଗୁପ୍ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ଓଏମ୍ସି ଅଧ୍ୟକ୍ଷ ପଦରେ!-->!-->!-->!-->!-->!-->!-->!-->!-->…
ସଭାପତିଙ୍କ “ହଁ” ସମ୍ପାଦକଙ୍କ “ନା” କୁ ନେଇ ଉତ୍ତ୍ଯକ୍ତ ସମବାୟ ସମିତି ଚାଷୀ!
ଯାଜପୁର
ତା-୨୪-୧୦-୨୦୨୦
ଗୋଟିଏ ପଟେ ରାଜ୍ଯ ସରକାରଙ୍କ ସମବାୟ ସମିତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଲେଶ୍ୱର ଉପନିର୍ବାଚନ ପ୍ରଚାରରେ ମଙ୍ଗୁ ଭାଇଙ୍କ ମ୍ରୃତ୍ୟୁ ଦଳ ପାଇଁ ଏକ ସୁଯୋଗ ବୋଲି କହି ବିବାଦରେ ଥିବା ବେଳେ।
ଯାଜପୁର ଜିଲ୍ଲା ବଡଚଣା!-->!-->!-->!-->!-->!-->!-->!-->!-->…
ବହୁ ଚର୍ଚ୍ଚିତ ମାମୁଁ-ଭଣଜା ଘାଇ ଉପରେ ଧର୍ମଶାଳା ବିଧାୟକଙ୍କୁ ହାଜର ପାଇଁ ଲୋକାୟୁକ୍ତଙ୍କ ନୋଟିସ୍ !
ଭୁବନେଶ୍ୱର
ତା-୨୨-୧୦-୨୦୨୦
ଗତ ଅଗଷ୍ଟ ୨୮ତାରିଖ ଦିନ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ,କେଲୁଅ ନଦୀବନ୍ଧର ରମାପୁର-ବୃଦ୍ଧଲିଙ୍ଗ ମଧ୍ୟରେ ସୃଷ୍ଟି ହୋଇଥିବା ମନୁଷ୍ଯକୃତ ଘାଇ ଉପରେ,ମାନ୍ୟବର ଓଡିଶା ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗରେ ହାଜର ପାଇଁ ଜାରି ହେଲା ନୋଟିସ।!-->!-->!-->!-->!-->…
ଜାଣନ୍ତୁ ଦଶହରାର ବିଶେଷତ୍ୱ!
ଭୁବନେଶ୍ୱର ୨୨/୧୦/୨୦ ଯେତେବେଳେ ଆମେ ଦଶହରା ସମୟରେ ଦେବୀମାନଙ୍କୁ ଉପାସନା କରୁ, ଆମେ କ’ଣ ପାଇଁ ପ୍ରାର୍ଥନା କରିବା ଉଚିତ ଏବଂ ଆମେ ସେମାନଙ୍କୁ ନିଜ ଜୀବନରେ କିପରି ଚିହ୍ନି ପାରିବା ? ଭଗବାନ୍ ଆଜି ସ୍ନେହପୂର୍ଣ୍ଣ ଭାବରେ ଆମକୁ ମନେ ପକାଇଛନ୍ତି । ଦଶହରା ପର୍ବର!-->…
