ଚର୍ଚ୍ଚାରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ମ୍ୟାଡାମଙ୍କ ପ୍ରେମ ସଂପର୍କ
ପୁଣି ଅଡୁଆରେ ପଡିଛନ୍ତି ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା। ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ମ୍ୟାଡାମଙ୍କ ଗାଡି ଧକ୍କାରେ ୩ ଜଣ ପ୍ରାଣ ହରାଇଥିବା ଘଟଣା ଏବେ ବିବାଦର କେନ୍ଦ୍ର ପାଲଟିଥିବା ବେଳେ ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର!-->…
